ନିର୍ବାଚନ ଖର୍ଚ୍ଚ କଟକଣା କେହି ମାନୁନାହାନ୍ତି

ନିର୍ବାଚନରେ ଅର୍ଥବଳ ଓ ବାହୁବଳର ଅପପ୍ରୟୋଗ ରୋକିବା ଲାଗି ନିର୍ବାଚନ କମିଶନ ପ୍ରାର୍ଥୀମାନଙ୍କ ଲାଗି ଯେଉଁ ସର୍ବୋଚ୍ଚ ଖର୍ଚ୍ଚ ସୀମା ଧାର୍ଯ୍ୟ କରିଆସୁଛନ୍ତି ତାହା ଧର୍ମକୁ ଆଖିଠାର ପରି। କୌଣସି ପ୍ରମୁଖ ରାଜନୈତିକ ଦଳ ଓ ତାହାର ପ୍ରାର୍ଥୀମାନେ ଏହି କଟକଣା … Read More