ସିବିଆଇକୁ ନବୀନ ଡ଼ରୁଛନ୍ତି: ମମତା
ଚିଟଫଣ୍ଡ ମାମଲାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁତର ଅଭିଯୋଗ ଆଣିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚିଟଫଣ୍ଡ ମାମଲାରେ ସିବିଆଇ ଦ୍ୱାରା...
ଜନସଂଖ୍ୟା ଅନୁପାତରେ ସାଂସଦ ଆସନ ବଢ଼ୁ: ପ୍ରଣବ ମୁଖାର୍ଜୀ
ଦେଶର ମତଦାତାଙ୍କ ସଂଖ୍ୟା ଅନୁପାତରେ ସଂସଦରେ ଆସନ ସଂଖ୍ୟା ବୃଦ୍ଧି ପାଇବାକୁ ପୂର୍ବତନ ରାଷ୍ଟ୍ରପତି ତଥା ବିଚକ୍ଷଣ ରାଜନୀତିଜ୍ଞ ପ୍ରଣବ ମୁଖାର୍ଜୀ ପ୍ରସ୍ତାବ ଦେଇଛନ୍ତି। ଆଜି ନୂଆଦିଲ୍ଲୀରେ ଉପରାଷ୍ଟ୍ରପତି...
ପୁଲ୍ୱାମା ଶହୀଦଙ୍କୁ ସମ୍ମାନ: ୨ ମିନିଟ୍ ନୀରବ ରହିଲା ‘ନ୍ୟୁଜ୍ ୱର୍ଲଡ ଓଡ଼ିଶା’
ଭୁବନେଶ୍ଵର, (ଓଟି): ଜମ୍ମୁ-ଶ୍ରୀନଗର ରାଜପଥର ପୁଲ୍ୱାମାଠାରେ ଆତଙ୍କୀଙ୍କ ଆକ୍ରମଣ ହେତୁ ଶହୀହ ହୋଇଥିବା ବୀର ଜବାନମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଉଛି ସାରା ଭାରତବର୍ଷ। ଭାରତୀୟ ମନ୍ତ୍ରରେ ଉଦ୍ବୁଦ୍ଧ ହୋଇ ଗଳି କନ୍ଦିରେ...
ଲାଇଫ୍
ବିଗ୍ ବିଙ୍କୁ ୩ମାସ ଅପେକ୍ଷା କରାଇଥିଲେ ଦଲେର୍ ମେହେନ୍ଦି
ବଲିଉଡ୍ ଗାୟକଙ୍କ ମଧ୍ୟରେ ପଞ୍ଜାବି ପପ୍ ସିଙ୍ଗର୍ ଦଲେର୍ ମେହେନ୍ଦି ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛନ୍ତି । ଦିନ ଥିଲା ଯେତେବେଳେ ମେହେନ୍ଦିଙ୍କର ଗୀତ ନ ବାଜିଲେ...
ବ୍ୟକ୍ତିତ୍ଵ
କୋଣାର୍କର ସୌନ୍ଦର୍ଯ୍ୟରେ ଅଭିଭୂତ ପଞ୍ଜାବୀ କବି ମୋହନଜିତ୍ ସିଂହଙ୍କ ସହ ସାକ୍ଷାତକାର: ‘ଓଡ଼ିଶାର ପାଣି-ପବନ-ପଥରରେ...
ଓଡ଼ିଶାର ପ୍ରତିଟି ପାଣି, ପବନ ଓ ପଥରରେ ଭରି ରହିଛି କାବ୍ୟ-କବିତା-କଳାର ରମ୍ୟ ରୂପ । ଓଡ଼ିଶାର ପ୍ରତି ମଣିଷର ପ୍ରାଣ ପୁଲ୍ଲକିତ ହୁଏ ସାହିତ୍ୟର...
୪ଜି ଡାଉନଲୋଡ ସ୍ପିଡରେ ଜିଓ, ଅପଲୋଡରେ ଆଇଡ଼ିଆ ଆଗରେ: ଟ୍ରାଇ
୪ଜି ଇଣ୍ଟରନେଟ ଡାଉନଲୋଡ ସ୍ପିଡ଼ କ୍ଷେତ୍ରରେ ନିଜର ଉତ୍ତମ ପ୍ରଦର୍ଶନ ଜାରି ରଖି ରିଲାଏନ୍ସ ଜିଓ ଜାନୁୟାରୀ ମାସ ପାଇଁଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ (ଟ୍ରାଇ) ଦ୍ୱାରା ସଦ୍ୟ ପ୍ରକାଶିତ ୪ଜି ଇଣ୍ଟରନେଟ ଡାଉନଲୋଡ ସ୍ପିଡ଼ ଚାର୍ଟରେସେକେଣ୍ଡ ପ୍ରତି ହାରାହାରି ୧୮.୮ ମେଗାଵିଟ ସ୍ପିଡ଼ ସହିତ ପୁଣିଥରେ ପ୍ରଥମ ସ୍ଥାନରେ ରହିଛି | ଏହା ଡିସେମ୍ବର ମାସରେଜିଓର ହାରାହାରି ଡାଉନଲୋଡ ସ୍ପିଡ଼ ତୁଳନାରେ ସାମାନ୍ୟ ବୃଦ୍ଧି ପାଇଛି | ଏଠାରେ ଉଲ୍ଲେଖଯୋଗ୍ୟ ଯେ ସମ୍ପୂର୍ଣ ୨୦୧୮ ବର୍ଷରେ ସମସ୍ତ ୧୨ ମାସରେ ସର୍ବାଧିକ ହାରାହାରି ଡାଉନଲୋଡ ସ୍ପିଡ଼ ସହିତଜିଓ ଦ୍ରୁତତମ ୪ଜି ଇଣ୍ଟରନେଟ ସେବା ପ୍ରଦାନକାରୀ କମ୍ପାନୀ ରହିଥିଲା |ଜାନୁୟାରୀ ମାସ ପାଇଁ ଟ୍ରାଇ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ହାରାହାରି ଡାଉନଲୋଡ ସ୍ପିଡ଼ରେ ଜିଓ ପରେ ଦ୍ଵିତୀୟସ୍ଥାନରେ ରହିଥିବା ଭାରତୀ ଏୟାରଟେଲ ସେକେଣ୍ଡ ପ୍ରତି ହାରାହାରି ୯.୫ ମେଗାଵିଟ ସ୍ପିଡ଼ ହାସଲ କରଥିବାବେଳେଭୋଡାଫୋନର ସେକେଣ୍ଡ ପ୍ରତି ହରାହାରି ୬.୭ ମେଗାଵିଟ ଏବଂ ଆଇଡ଼ିଆ ୫.୫ ମେଗାଵିଟ ସ୍ପିଡ଼ ହାସଲ କରିଥିଲେ |ଉଲ୍ଲେଖଯୋଗ୍ୟଯେ ଭିଡ଼ିଓ ଦେଖିବା, ଇଣ୍ଟରନେଟ ବ୍ରାଉଜ଼ କରିବା, ଇ-ମେଲ ଆକ୍ସେସ ଇତ୍ୟାଦି ପାଇଁ ଡାଉନଲୋଡ ସ୍ପିଡ଼ବେଶ ଗୁରୁତ୍ୱ ବହନ କରିଥାଏ |ତେବେ ଜାନୁୟାରୀ ମାସରେ ୪ଜି ଅପଲୋଡ ସ୍ପିଡ଼ରେ ଆଇଡ଼ିଆ ସେକେଣ୍ଡ ପ୍ରତି ୫.୮ ମେଗାଵିଟ ସ୍ପିଡ଼ ସହିତ ଆଗରେରହିଥିବାବେଳେ ଭୋଡାଫୋନର ସେକେଣ୍ଡ ପ୍ରତି ୫.୪ ମେଗାଵିଟ ଓ ରିଲାଏନ୍ସ ଜିଓର ସେକେଣ୍ଡ ପ୍ରତି ୪.୪ ମେଗାଵିଟଅପଲୋଡ ସ୍ପିଡ଼ ରହିଥିଲା | ଏହି ଅବଧିରେ ଏୟାରଟେଲର ୪ଜି ଅପଲୋଡ ସ୍ପିଡ଼ ସାମାନ୍ୟ ହ୍ରାସ ପାଇଁ ସେକେଣ୍ଡ ପ୍ରତି୩.୮ ମେଗାଵିଟ ରହିଥିଲା | ସୂଚନାଯୋଗ୍ୟ ଯେ ପ୍ରତି ମାସ ପାଇଁ ଏହି ହରାହାରି ସ୍ପିଡ଼ ଟ୍ରାଇ ଦ୍ୱାରା ବାସ୍ତବ ସମୟରେମାଇଁ ସ୍ପିଡ଼ ଆପ୍ସ ଜରିଆରେ ସଗୃହିତ ତଥ୍ୟ ଓ ପରିସଂଖ୍ୟାନର ଆକଳନ କରି ପ୍ରସ୍ତୁତ କରାଯାଉଛି |