ପଡ଼ିଲା କି ଗେହଲଟ୍-ପାଇଲଟ୍ କଳିରେ ତାଳି !

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): ପଡ଼ିଲା କି ରାଜସ୍ଥାନରେ କଂଗ୍ରେସ କଳିରେ ତାଳି ? କାମ ଦେଲା ରାହୁଲ ଗାନ୍ଧିଙ୍କ “ଆସେଟ୍” ଫର୍ମୂଲା, ଏବେଠୁ ଏକାଠି ହେଲେ କି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏବଂ ସଚିନ ପାଇଲଟ୍ । କଂଗ୍ରେସର ଭାରତ ଯୋଡ଼ … Read More

ଓଡ଼ିଶା ପୁନର୍ଗଠନର ମହାନାୟକ: ହରେକୃଷ୍ଣ ମହତାବ

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌):   ସେତେବେଳର ପ୍ରମିୟର ଅର୍ଥାତ୍‌  ସମ୍ବିଧାନ ପ୍ରଣୟନ ହେବା ପୂର୍ବରୁ ଓଡ଼ିଶାର ପ୍ରଧାନମନ୍ତ୍ରୀ ଥିବା ହରେକୃଷ୍ଣ ମହତାବଙ୍କ ଆଗରେ ଯେଉଁସବୁ ପ୍ରମୁଖ ଚ୍ୟାଲେଞ୍ଜ ରହିଥିଲା ସେଥିରେ ପ୍ଲାରମୁଖ ଥିଲା ଗଡ଼ଜାତ ମିଶ୍ରଣ। ପୁଣି ଶ୍ରୀ ମହତାବ ସେତେବେଳେ ଓଡ଼ିଶାର … Read More

ବିଜେପି ଷ୍ଟାର ପ୍ରଚାରକ ତାଲିକାରେ ବୈଜୟନ୍ତ, ଅପରାଜିତା

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌):  ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପି ପକ୍ଷରୁ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି । ତାଲିକାରେ ବିଜେପିର କିଛି ବରିଷ୍ଠ ନେତାଙ୍କ ନାଁ ଭିତରକୁ ଫେରିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଏବଂ  ସାଂସଦ ଅପରାଜିତା ଷଡ଼ଙ୍ଗୀ। … Read More

ବିଜେଡିର ୪୦ ଜଣିଆ ଷ୍ଟାର ପ୍ରଚାରକ, ଜଣଙ୍କ ମୁଣ୍ଡରେ ୬ ହଜାର ଭୋଟର

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): ପଦ୍ମପୁର ଉପନିର୍ବାଚନ ପାଇଁ ଜଣେ ବିଜେଡି ପ୍ରଚାରକଙ୍କ ମୁଣ୍ଡରେ ରହିଛି ୬ ହଜାର୨୧୯ଜଣ ଭୋଟରଙ୍କୁ ପ୍ରଭାବିତ କରିବା ଦାୟିତ୍ୱ। ଆଜି ଦଳ ପକ୍ଷରୁ ପ୍ରକାଶିତ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରୁ ଏହାସ୍ପଷ୍ଟ ହୋଇଛି। ଏହି ତାଲିକାରେ … Read More

ଜେଏମ୍‌ଏମ୍‌ରୁ କୋଣଠେସା ପରେ ରାମଚନ୍ଦ୍ର ହାଁସଦା ଏବଂ ପ୍ରହ୍ଲାଦ ପୂର୍ତ୍ତିଙ୍କ ଗତି କୁଆଡ଼େ

ରାଇରଙ୍ଗପୁର, (ମନୋରଞ୍ଜନ ତିରିଆ): ମୟୁରଭଞ୍ଜ ରାଜନୀତିରେ  ଏକଦା ନିଜ ନିୟନ୍ତ୍ରଣରେ ରଖି ଜନ ପ୍ରତିନିଧି ପାଲଟିଥିବା  ପୂର୍ବତନ ସାଂସଦ ରାମଚନ୍ଦ୍ର ହାଁସଦା ଏବଂ ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତି ଏବେ ନିଜ ନିଜ ଦଳରେ କୋଣଠେସା ପ୍ରାୟ।  ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାରେ … Read More

ବିଜେଡି ରାଜନୀତିରେ ‘ବର୍ଷା’;  ଅସ୍ତ୍ର ସାଜିଛି, ରଥୀଙ୍କୁ କରିଛି ତଳିତଳାନ୍ତ

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): ଯଦିଓ ମୌସୁମୀ ବାୟୁ ଓଡ଼ିଶା ଆକାଶ ଅତିକ୍ରମ କରିସାରିଛି, କିନ୍ତୁ ଓଡ଼ିଶା ରାଜନୀତିକ ଆକାଶରେ ‘ବର୍ଷା’ ଥମି ନାହିଁ। ବାଲେଶ୍ଵର, କଟକ ପରେ ଏବେ ପଶ୍ଚିମାଞ୍ଚଳର ପଦମପୁର ରାଜନୀତିରେ ‘ବର୍ଷା’ କୁ ନେଇ ଚର୍ଚ୍ଚା ଚାଲିଛି।  ତାଙ୍କରି … Read More

ଅସହାୟତା ନା ଚତୁରତା: ସଞ୍ଜୟଙ୍କ ‘ଷଡ଼ଯନ୍ତ୍ର’ର ନାୟକ କିଏ?

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): ଦଳ ଭିତରେ ସବୁକିଛି ଏବେ ଆଉ ଠିକ୍‌ ଚାଲିନି।  ବିଗତ ପଚିଶ ବର୍ଷରେ ରାଜ୍ୟର କୋଣ ଅନୁକୋଣକୁ ମାଡ଼ିଥିବା ଶଙ୍ଖର ସବୁଜ ଲହଡ଼ି ସୀମା ଲଙ୍ଘି ଏବେ ସଂଗଠନର କୂଳ ଖାଇବାକୁ ବସିଲାଣି।  ଗୋଟିଏପଟେ ଉପନିର୍ବାଚନରେ ପ୍ରାର୍ଥୀ … Read More

ବିଜେପିର ଗୁଜରାଟ ଟେନସନ୍

 ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌):  ଗୁଜରାଟ ନିର୍ବାଚନ କେବଳ ବିଜେପି ପାଇଁ ନୁହେଁ ମୋଦୀ-ଶାହଙ୍କ ପାଇଁ  ଏକ ଭାଗ୍ୟ ଓ ଭବିଷ୍ୟତର ପ୍ରଶ୍ନ । କ’ଣ ହେବ ଏଥରର ରେଜଲ୍‌ଟ । ସରକାର ବିରୋଧୀ ହାୱାରେ ପ୍ରଭାବିତ ହେବ କି ବିଜେପି ?  … Read More

ନବୀନଙ୍କ ଯାଦୁକରୀ ବାଡ଼ି ଉପରୁ ବିଜେଡିର ତୁଟୁଛି ଭରସା! ଭାବମୂର୍ତ୍ତିଠୁ ଭାବାବେଗ ଭାରୀ

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): ବିଗତ କିଛିବର୍ଷ ହେଲା ରାଜ୍ୟରେ ପ୍ରସଙ୍ଗ ଯେତିକି ନିର୍ବାଚନ ପାଇଁ ଗୁରୁତ୍ୱ ନେଇ ନାହିଁ, ତା’ଠୁ ଅଧିକ ଗୁରୁତ୍ୱ ବହନ କରିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିଛବି ବା ଭାବମୂର୍ତ୍ତି। ତାଙ୍କରି ନାଁ ହିଁ ପ୍ରାର୍ଥୀଙ୍କ ପାଇଁ … Read More

ଧାମନଗର ଉପନିର୍ବାଚନ: ରବିବାର ଫଳ ହେଲେ ଛାତିଏ ଛନକା

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‍): ନିର୍ବାଚନ ସରିଛି ହେଲେ ଛନକା ଯାଇନି । ଖୋଦ୍‍ ବିଜେଡିର ଗଡ଼ପତି ତଥା ଅନୁଶୀଳନକାରୀମାନେ ଏବେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି । ସେମାନଙ୍କ ମନରେ ଆଶଙ୍କା ଯେ, ରବିବାର ଫଳାଫଳ ପାର୍ଟିକୁ ନିରାଶ କରିପାରେ! କାରଣ ବୁଥ ଫେରନ୍ତା … Read More