ମୋଦୀଙ୍କୁ ରାବଣ କହିଲେ ସୁବ୍ରମଣିୟନ୍‌ ସ୍ୱାମୀ

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌):  କଂଗ୍ରେସ ନେତା ଦିଗ୍‌ବିଜୟ ସିଂହ, ମଲ୍ଲିକାର୍ଜ୍ଜୁନ ଖଡ଼୍‌ଗେଙ୍କ ପରେ ଖୋଦ୍‌ ହନ୍ଦୁତ୍ୱ ବିଚାରଧାରାର ଦୃଢ଼ ସମର୍ଥକ ସୁବ୍ରମଣିୟନ୍‌ ସ୍ୱାମୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ରାବଣ’ ବୋଲି ସମ୍ବୋଧନ କରିଛନ୍ତି। ନିଜ ସୋସିଆଲ୍‌ ମିଡିଆ ଆକାଉଣ୍ଟରେ ଏହିପରି ସମ୍ବୋଧନ … Read More

କିଏ ହେବେ ରାଜ୍ୟସଭାରେ ବିରୋଧୀ ଦଳ ନେତା ?

ଭୁବନେଶ୍ୱର, (ଓଡିଶାଟାଇମ):  କିଏ ହେବେ ରାଜ୍ୟସଭାରେ ବିରୋଧୀ ଦଳ ନେତା ? ରାଜ୍ୟସଭା ପାଇଁ ବିରୋଧୀ ଦଳ ନେତା ଚୟନ ଉପରେ ଆଲୋଚନା କରିବାକୁ ସୋନିଆ ଗାନ୍ଧି ଡାକିଛନ୍ତି ଷ୍ଟ୍ରାଟେଜି ଗ୍ରୁପ୍ ବୈଠକ । ପାର୍ଲାମେଣ୍ଟ ବଜେଟ୍ ଅଧିବେଶନ ପାଖେଇ ଆସୁଥିବା … Read More

ପଡ଼ିଲା କି ଗେହଲଟ୍-ପାଇଲଟ୍ କଳିରେ ତାଳି !

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): ପଡ଼ିଲା କି ରାଜସ୍ଥାନରେ କଂଗ୍ରେସ କଳିରେ ତାଳି ? କାମ ଦେଲା ରାହୁଲ ଗାନ୍ଧିଙ୍କ “ଆସେଟ୍” ଫର୍ମୂଲା, ଏବେଠୁ ଏକାଠି ହେଲେ କି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏବଂ ସଚିନ ପାଇଲଟ୍ । କଂଗ୍ରେସର ଭାରତ ଯୋଡ଼ … Read More

କାଲିଠୁ ଇ-ମୁଦ୍ରା କାରବାର, ଭୁବନେଶ୍ୱରରେ ଚାଲିବ ଡିଜିଟାଲ ଟଙ୍କା ଜାଣନ୍ତୁ କେମିତି ହେବ କାରବାର

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): ଡିସେମ୍ବର ପହିଲାରୁ ଆରମ୍ଭ ହେବାକୁ ଯାଉଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଅନୁମୋଦିତ ଇ-ମୁଦ୍ରାର ଖାଉଟି ବ୍ୟାବହାରିକ ପ୍ରଚଳନ । ହୋଲସେଲ୍ ପାଇଲଟ୍ ପ୍ରକଳ୍ପର ବ୍ୟବହାର ସଫଳ ହେବା ପରେ ଏବେ ଖାଉଟି କରିବେ ବ୍ୟବହାର । … Read More

ଓଡ଼ିଶା ପୁନର୍ଗଠନର ମହାନାୟକ: ହରେକୃଷ୍ଣ ମହତାବ

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌):   ସେତେବେଳର ପ୍ରମିୟର ଅର୍ଥାତ୍‌  ସମ୍ବିଧାନ ପ୍ରଣୟନ ହେବା ପୂର୍ବରୁ ଓଡ଼ିଶାର ପ୍ରଧାନମନ୍ତ୍ରୀ ଥିବା ହରେକୃଷ୍ଣ ମହତାବଙ୍କ ଆଗରେ ଯେଉଁସବୁ ପ୍ରମୁଖ ଚ୍ୟାଲେଞ୍ଜ ରହିଥିଲା ସେଥିରେ ପ୍ଲାରମୁଖ ଥିଲା ଗଡ଼ଜାତ ମିଶ୍ରଣ। ପୁଣି ଶ୍ରୀ ମହତାବ ସେତେବେଳେ ଓଡ଼ିଶାର … Read More

କଳ୍ପନା ଦାଶଙ୍କ ନାମରେ ରାସ୍ତା ନାମକରଣ କାହିଁକି ଆବଶ୍ୟକ?

ଭୁବନେଶ୍ୱର, (ରୁଦ୍ର ପ୍ରସନ୍ନ ରଥ):  ଗତ ନଭେମ୍ବର ମାସ ୨୦ ତାରିଖରେ ଜଣେ ସଫ୍ଟୱେର ଇଂଜିନିୟର ଦିପ୍ତୀ ଦାସ ଢେଙ୍କାନାଳରୁ ଭୁବନେଶ୍ୱରଯାଏ ଅଲ୍ଟ୍ରା ମାରାଥନ ଦୌଡିବାର ଖବର ଗଣମାଧ୍ୟମରେ ପହଁଚିଲା ।ତାଙ୍କ ସହିତ ଥିଲେ ରନର ସିଦ୍ଧାର୍ଥ ଦାଶ । ୬୬ … Read More

ପ୍ଲାଟ୍‌ଫର୍ମକୁ  ଚଢ଼ିଗଲା ମାଲଗାଡ଼ି, ୩ ମୃତ ୨ ଗୁରୁତର

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): ଡୋଙ୍ଗୋଆପୋଷୀରୁ ଆସୁଥିବା ଏକ ମାଲବାହୀ ଟ୍ରେନ୍‌ ସୋମବାର ସକାଳେ କୋରେଇଠାରେ ଲାଇନ୍‌ଚ୍ୟୁତ ହୋଇଛି। ଲାଇନ୍‌ଚ୍ୟୁତ ହୋଇଥିବା ୮ ୱାଗନ୍‌ ପ୍ଲାଟ୍‌ଫର୍ମ ଉପରେ ଥିବା ଟିକେଟ୍‌ କାଉଣ୍ଟର ଉପରକୁ ମାଡ଼ିଯିବା ହେତୁ ୩ଜଣଙ୍କ ମୃତ୍ୟୁ ଘଟିଛି। ଆଉ ଦୁଇଜଣ … Read More

ରାଜ୍ୟରୁ ଉଠିଲା କୋଭିଡ୍‌ କଟକଣା, ଆଉ ଲାଗିବନି ଜରିମାନା

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): କୋଭିଡ୍‌-୧୯ ସଂକ୍ରମଣକୁ ରୋକିବା ଲାଗି ରାଜ୍ୟରେ ଲଗାଯାଇଥିବା ସମସ୍ତ କଟକଣାକୁ ରାଜ୍ୟସରକାର ଉଠାଇ ନେଇଛନ୍ତି। ଏସମ୍ପର୍କରେ ବଳବତ୍ତର ଥିବା ଓଡ଼ିଶା କୋଭିଡ୍‌-୧୯ ନିୟନ୍ତ୍ରଣ ନିୟମାବଳୀ- ୨୦୨୦ କୁ ପ୍ରତ୍ୟାହାର କରାଯାଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ … Read More

ବିଜେପି ଷ୍ଟାର ପ୍ରଚାରକ ତାଲିକାରେ ବୈଜୟନ୍ତ, ଅପରାଜିତା

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌):  ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପି ପକ୍ଷରୁ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି । ତାଲିକାରେ ବିଜେପିର କିଛି ବରିଷ୍ଠ ନେତାଙ୍କ ନାଁ ଭିତରକୁ ଫେରିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଏବଂ  ସାଂସଦ ଅପରାଜିତା ଷଡ଼ଙ୍ଗୀ। … Read More

ବିଜେଡିର ୪୦ ଜଣିଆ ଷ୍ଟାର ପ୍ରଚାରକ, ଜଣଙ୍କ ମୁଣ୍ଡରେ ୬ ହଜାର ଭୋଟର

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): ପଦ୍ମପୁର ଉପନିର୍ବାଚନ ପାଇଁ ଜଣେ ବିଜେଡି ପ୍ରଚାରକଙ୍କ ମୁଣ୍ଡରେ ରହିଛି ୬ ହଜାର୨୧୯ଜଣ ଭୋଟରଙ୍କୁ ପ୍ରଭାବିତ କରିବା ଦାୟିତ୍ୱ। ଆଜି ଦଳ ପକ୍ଷରୁ ପ୍ରକାଶିତ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରୁ ଏହାସ୍ପଷ୍ଟ ହୋଇଛି। ଏହି ତାଲିକାରେ … Read More