ଯାହାବି କିଛି ଘଟିଛି ନବୀନବାବୁଙ୍କ ପାଇଁ : ପ୍ରମିଳା ବିଶୋଇ

ମୁଁ ହିନ୍ଦୀ କିମ୍ବା ଇଂରାଜୀ ଜାଣେନାହିଁ ଜୀବନର ପ୍ରଥମ ନିର୍ବାଚନ ସାଂସଦ ପାଇଁ ଲଢିବାକୁ କେବେ ବି ସ୍ୱପ୍ନରେ ସୁଦ୍ଧା ଭାବିନଥିବା ଗଞ୍ଜାମ ଜିଲ୍ଲାର ଜଣେ ୭୦ ବର୍ଷ ବୟସ୍କ ମହିଳାଙ୍କୁ ବିଜୁ ଜନତା ଦଳ ଆସିକା ଆନରେ ପ୍ରାର୍ଥୀ ଭାବେ … Read More

‘ଲଢ଼ାଇ ଜିତନୀ ଜୋରଦାର ହୋଗୀ, ଜିତ୍ ଭି ଉତନୀ ଶାନଦାର ହୋଗୀ’।

‘ଲଢ଼ାଇ ଜିତନୀ ଜୋରଦାର ହୋଗୀ, ଜିତ୍ଭୀ ଉତନୀ ଶାନଦାର ହୋଗୀ’ ବୋଲି ବିଜୁ ଜନତା ଦଳର ସୁନ୍ଦରଗଡ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହେବା ପରେ ଏଭଳି ମନ୍ତବ୍ୟ ଦେଇଛନ୍ତି ସୁନୀତା ବିଶ୍ୱାଳ। ବର୍ତ୍ତମାନ ସୁନ୍ଦରଗଡରେ ବିଜେପିର ଜୁଏଲ ଓରାମ … Read More

ରଣକ୍ଷେତ୍ର ପାଲଟିଲା ବେଦାନ୍ତ ପ୍ଲାଣ୍ଟ ପରିସର

ଦୁଇ ମୃତ, ୧୪୪ ଧାରା ଜାରି ଲାଞ୍ଜିଗଡ଼ ସ୍ଥିତ ବେଦାନ୍ତ ଆଲୁମିନା ପ୍ଲାଣ୍ଟରେ ଆଜି ତୁମୁଳକାଣ୍ଡ ଘଟିଛି। ମୁହାଁମୁହିଁ ହୋଇଛନ୍ତି ଠିକା କର୍ମଚାରୀ ଓ କମ୍ପାନୀ ସୁରକ୍ଷାକର୍ମୀ। ଉତ୍ତ୍ୟକ୍ତ ଲୋକେ ପ୍ଲାଣ୍ଟ ପରିସରକୁ ଧସେଇ ପଶିବା ପରେ ସଂଘର୍ଷ ଘଟିଥିଲା। ଏଥିରେ … Read More

ସାଂସଦ ହେବାପରେ ପିନାକୀ ଭଲ କମେଇଛନ୍ତି ଆଉ ଅର୍ଜୁନ ହରାଇଛନ୍ତି

କଥାରେ ଅଛି ଭଲ ବ୍ୟବସାୟ ରାଜନୀତି। ଅର୍ଥାତ୍‌ ଏଥିରେ ଲାଭ ହିଁ ଲାଭ। ହେଲେ ବାସ୍ତବରେ ତାହା କ’ଣ ସତ? ଏମିତି ଏକ ପ୍ରଶ୍ନର ଉତ୍ତର ଖୋଜିଛନ୍ତି ‘ଇଲେକ୍ସନ୍‌ ୱାଚ୍‌’। ନିକଟରେ ଦୁଇଥର ସାଂସଦ ହୋଇଥିବା ଦେଶର ୧୫୩ ପ୍ରତିନିଧିଙ୍କ ସମ୍ପତ୍ତି … Read More

କେମ୍ୱ୍ରିଜ ଏନାଲିଟିକା ମଡେଲକୁ ନେଇ ଶାସକଦଳରେ ଆତଙ୍କ ଓ ଅସନ୍ତୋଷ

ନିର୍ବାଚନରେ ବିଜୟକୁ ପ୍ରାର୍ଥୀ ଚୟନ କ୍ଷେତ୍ରରେ ଯଦି କୌଣସି ଦଳ ବେଶି ଆଶଙ୍କା ଓ ଆତଙ୍କରେ ଅଛି, ତେବେ ସେଇଟି ହେଉଛି ବିଜୁ ଜନତା ଦଳ। ଏହା ପୂର୍ବରୁ ୪ଟି ନିର୍ବାଚନ ସ୍ୱଚ୍ଛନ୍ଦରେ ଏବଂ ଅନାୟସରେ ବିଜେଡି ଜିତିଛି। ଶେଷ ଦୁଇଟି … Read More

ପ୍ରଫୁଲ୍ଲଙ୍କ ଉପରୁ ବହିଷ୍କାର ଆଦେଶ ଉଠିଲା

ଦୀର୍ଘ ୪ ବର୍ଷ ଦଳେ ବିଜେଡ଼ିରୁ ବିହିଷ୍କୃତ ହୋଇଥିବା ବରିଷ୍ଠ ନେତା ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇଙ୍କ ଉପରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ବହିଷ୍କାର ଆଦେଶ ପ୍ରତ୍ୟାହାର କରିଦେଇଛନ୍ତି । ତାଙ୍କୁ ବିଜେଡିକୁ ପୁଣି ସ୍ୱାଗତ କରାଯାଇଛି ।୨୦୧୪ ସେପ୍ଟେମ୍ବର … Read More

ପଶ୍ଚିମ ଓଡ଼ିଶାର ଅଢ଼େଇ ଲକ୍ଷ ଦାଦନ ଭୋଟଦାନରୁ ବଞ୍ଚିତ ହେବେ!

ପଶ୍ଚିମ ଓଡ଼ିଶାର ୨ରୁ ଅଢେଇ ଲକ୍ଷ ଦାଦନ ଶ୍ରମିକ ନିର୍ବାଚନରୁ ବଞ୍ଚିତ ହେବେ। ନିର୍ବାଚନ ସମୟରେ ଏମାନେ ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, କେରଳ ସମେତ ବିଭିନ୍ନ ରାଜ୍ୟକୁ କାର୍ଯ୍ୟ ପାଇଁ ଯାଇଥିବାରୁ ସେମାନେ ରାଜନୈତିକ ଅଧିକାରରୁ ବଞ୍ଚିତ ହେବ ବୋଲି ଜଣାପଡ଼ିଛି। ନିର୍ବାଚନରେ … Read More

ରାଜସ୍ଥାନ ସଟ୍ଟା ବଜାରରେ ବିଜେପିକୁ ୨୫୦ ଓ ଏନଡ଼ିଏକୁ ୩୦୦ ଆସନ

ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ରାଜସ୍ଥାନର ସଟ୍ଟା ବଜାରରେ ଆଗାମୀ ସରକାର କାହାର ହେବ ବୋଲି ବାଜି ଲାଗିିଛି। ବିଶେଷକରି ଏନଡିଏ ଉପରେ ବାଜି ଲାଗିଥିବା କୁହାଯାଉଛି। ସଟ୍ଟା ବଜାରର ଆକଳନ ଅନୁଯାୟୀ ବାଲାକୋଟ୍‌ର ବିମାନ ଆକ୍ରମଣପରେ ଭୋଟରମାନଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ … Read More

ପାରଳାଖେମୁଣ୍ଡିରୁ ନକଲି ଟଙ୍କା ଛପା ଯନ୍ତ୍ର ସହ ଅଢ଼େଇ ଲକ୍ଷ ଟଙ୍କା ଜବତ

ନିର୍ବାଚନରେ ନକଲି ନୋଟ ବ୍ୟବହାର ନେଇ ଚାଲିଥିଲା ଯୋଜନା!  ପାରଳାଖେମୁଣ୍ଡି ନିକଟସ୍ଥ ଏକ ଭଡ଼ା ଘରୁ ସୋମବାର ପୁଲିସ ଏକ ନକଲି ଟଙ୍କା ଛପା ଯନ୍ତ୍ର ସହ ଅଢ଼େଇ ଲକ୍ଷ ଟଙ୍କା ଜବତ କରିଛି। ଏ ସମ୍ପର୍କରେ ପୁଲିସକୁ ବିଶେଷ ସୂତ୍ରରୁ … Read More

ହିଞ୍ଜିଳି ସହ ବିଜେପୁରରୁ ଲଢ଼ିବେ ନବୀନ

ଭୁବନେଶ୍ଵର, (ଓଟି): ନିଜ ପୁରୁଣା ନିର୍ବାଚନ ମଣ୍ଡଳୀ ସହ ବିଜେପୁରରୁ ପ୍ରାର୍ଥୀ ହେବେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ପଶ୍ଚିମାଞ୍ଚଳ ନେତାଙ୍କ ଅନୁରୋଧକୁ ରକ୍ଷା କରି ନବୀନ ଏହି ନିଷ୍ପତ୍ତି ନେଇଥିବା ଘୋଷଣା କରିଛନ୍ତି। ଅର୍ଥାତ୍‌ ୨୦୧୯ ବିଧାନସଭା … Read More