ଏବେ ରାଜ୍ୟ ରାଜନୀତି ଥଣ୍ଡାବସ୍ତାରେ

ଏବେ ରାଜନୀତିରେ ଚାଲିଛି ଶୀତଳାବସ୍ଥା। ବିଜୁ ଜନତା ଦଳ କେନ୍ଦ୍ର ଅବହେଳା କଥା ଉଠାଉନାହିଁ। ଭାରତୀୟ ଜନତା ପାର୍ଟି ରାଜ୍ୟ ସରକାରଙ୍କର ଦୋଷ ଦୁର୍ବଳତାକୁ ନେଇ ଆକ୍ଷେପ କରୁନାହିଁ। କଂଗ୍ରେସ ନବୀନ ଓ ମୋଦୀ ସରକାରଙ୍କୁ ଆକ୍ଷେପ କରିବା ଅବସ୍ଥାରେ ନାହିଁ। … Read More

ମୋଦୀଙ୍କୁ ଭେଟିବାକୁ ମନ୍ତ୍ରୀଙ୍କୁ ଧରି ୮ରେ ଦିଲ୍ଲୀ ଯାଉଛନ୍ତି ନବୀନ!

ଆସନ୍ତା ୮ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଯାଉଛନ୍ତି। ଏହା ଯେ ତାଙ୍କର ପ୍ରଥମ ଦିଲ୍ଲୀ ଗସ୍ତ, ତାହା ନୁହେଁ। କିନ୍ତୁ ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ହେବ ତାଙ୍କର ପ୍ରଥମ ଗସ୍ତ। ହେଲେ … Read More

ନିର୍ବାଚନ ସରିବାପରେ ଆୟୁଷ୍ମାନ ଭାରତକୁ ବଦଳିଲେ ରାଜ୍ୟ ସରକାର

ମୋଦୀ ସରକାରଙ୍କ ବହୁ ଚର୍ଚ୍ଚିତ ସ୍ୱାସ୍ଥ୍ୟବୀମା ଯୋଜନା ବା ‘ଆୟୁଷ୍ମାନ ଭାରତ’କୁ ନବୀନ ସରକାର ଆରମ୍ଭରୁ ବିରୋଧ କରିଥିଲେ। ୨୦୧୮ ସେପ୍ଟେମ୍ୱର ୨୩ ତାରିଖରୁ ଏହା ସାରା ଭାରତରେ ଲାଗୁ ହେଲା। ଏଥିପାଇଁ ୨୦୧୮କେନ୍ଦ୍ର ବଜେଟରେ ଅର୍ଥ ବ୍ୟବସ୍ଥା କରାଯାଇଥିଲା ଏବଂ … Read More

ରିଲିଜ୍ ହେଲା ‘ଭାରତ’, ଦର୍ଶକଙ୍କ ଜବରଦସ୍ତ ଭିଡ଼

ଅଲ୍ଲୀ ଆବାସ୍ ଜଫରଙ୍କ ନିର୍ଦ୍ଦେଶିତ ଓ ସଲମାନଙ୍କ ଅଭିନୀତ ବହୁ ପ୍ରତିକ୍ଷିତ ଫିଲ୍ମ ‘ଭାରତ’ ରିଲିଜ୍ ହୋଇଯାଇଛି । ସଲମାନଙ୍କ ଇଦ୍ ଉପହାର ଭାବେ ମୁକ୍ତିଲାଭ କରିଥିବା ଏହି ଫିଲ୍ମର ଓପନିଙ୍ଗ୍ ଡେ’ରେ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଏଥିରେ … Read More

ଅନେକ ରୋମାଞ୍ଚ ଓ ଟୁଇଷ୍ଟ୍ ନେଇ ଆସୁଛି ‘ନାଗୀନ୍ ୪’, ଜାଣନ୍ତୁ କାହାଣୀ

ଲୋକପ୍ରିୟ ଶୋ’ ‘ନାଗୀନ୍୩’ ଶେଷ ହେବା ପରେ ଖୁବ୍ ଶୀଘ୍ର ‘ନାଗୀନ୍୪’ ଆସିବ ବୋଲି ଖୁସି ଖବର ମିଳିଥିଲା । ଏବେ ‘ନାଗୀନ୍୪’ର କାହାଣୀ ସମ୍ପର୍କରେ ଆଗୁଆ ସୂଚନା ମିଳିଯାଇଥିବାରୁ ସେହି ଖୁସି ଦିଗୁଣା ହୋଇଉଠିଛି । ଦର୍ଶକ ପୁଣିଥରେ ସେହି … Read More

ରୋଷେଇ: ସୁଜି-ଆଳୁ ରୋଲ୍

ଆବଶ୍ୟକୀୟ ସାମଗ୍ରୀ – ୧ କପ୍ ସୁଜି, ଅଧା କପ୍ ଦହି, ସ୍ୱାଦ ଆନୁଯାୟୀ ଲୁଣ, ୨ଟି ବଡ଼ ଆଳୁ, ସୋରିଶ ୧ ଚାମଚ, ଜିରା ୧ ଚାମଚ, ବଡ଼ ପିଆଜ, ଅଳ୍ପ ଧନିଆ ପତ୍ର ଓ ୨ ଚାମଚ ତେଲ … Read More

ବ୍ୟବସାୟରେ କ୍ଷତି ହେଉଛି କି? ତାହେଲେ ପର୍ସରେ ରଖିଦିଅନ୍ତୁ ଏହି ଜିନିଷ

ଯଦି ସବୁପ୍ରକାର ଚେଷ୍ଟା ଓ ପରିଶ୍ରମ ପରେ ମଧ୍ୟ ବ୍ୟବସାୟରେ କ୍ଷତି ହେଉଛି କିମ୍ବା ଘରେ କୌଣସି କାରଣ ପାଇଁ ସବୁବେଳେ ଆର୍ଥିକ ସମସ୍ୟା ଲାଗି ରହୁଛି, ତାହେଲେ କେବଳ ଗୋଟିଏ ସାଧାରଣ ଉପାୟ କରି ଦେଖନ୍ତୁ । ଏହାଦ୍ୱାରା ବ୍ୟବସାୟରେ … Read More

ଅଧିକ ମାତ୍ରାରେ କେଶ ଝଡ଼ୁଛି କି? ତାହେଲେ ଡାଏଟରେ ସାମିଲ୍ କରନ୍ତୁ ୪ଟି ଜିନିଷ

ପରିବେଶ ପ୍ରଦୂଷଣ, ଅଧିକ ଜଙ୍କଫୁଡ୍ ଖାଇବା, ବିଭିନ୍ନ ପ୍ରସାଧନ ସାମଗ୍ରୀର ବ୍ୟବହାର ଓ କଲରିଂ ଦ୍ୱାରା ଅଧିକ ମାତ୍ରାରେ କେଶ ଝଡ଼ିଥାଏ । ଏହି ସମସ୍ୟାରୁ ମୁକ୍ତି ଚାହୁଁଥିଲେ ପ୍ରତ୍ୟେକ ଦିନ ନିଜ ଡାଏଟରେ ୪ଟି ଜିନିଷ ସାମିଲ୍ କରନ୍ତୁ । … Read More