୨୦୧୯ ବିଧାନସଭାରେ ମହିଳା ବିଧାୟକଙ୍କ ସଂଖ୍ୟା ୧୩କୁ ବୃଦ୍ଧି

Post Views: 5 ୨୦୧୪ ବିଧାନସଭାରେ ମୋଟ ମହିଳା ବିଧାୟକଙ୍କ ସଂଖ୍ୟା ୧୨ ଥିବାବେଳେ ଚଳିତଥର ଏହା ବୃଦ୍ଧି ପାଇ ୧୩ରେ ପହଞ୍ଚିଛି। ଚଳିତଥର ବିଧାନସଭାରେ ବିଜେଡିର ମହିଳା ବିଧାୟକଙ୍କ ସଂଖ୍ୟା ସବୁଠୁ ଅଧିକ ରହିଛି। ରାଜ୍ୟରେ କ୍ରମାଗତ ପଞ୍ଚମଥର କ୍ଷମତାସୀନ … Continue reading ୨୦୧୯ ବିଧାନସଭାରେ ମହିଳା ବିଧାୟକଙ୍କ ସଂଖ୍ୟା ୧୩କୁ ବୃଦ୍ଧି