ଶନିବାର ଓ ରବିବାର ଦିନ ୧୧ ଜିଲ୍ଲାରେ ଶଟ୍‌ଡାଉନ୍‌

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟରେ କରୋନା ସଂକ୍ରମଣର ଭୟ ଏ ମାସରେ ସର୍ବାଧିକ ରହିଛି। ଏବେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି ଏବଂ ଏ ମାସରେ ଅଧିକ ବଢ଼ିବ ବୋଲି ଆଶଙ୍କା କରିଛନ୍ତି ମୁଖ୍ୟ ସଚିବ ଅସିତ ତ୍ରିପାଠୀ।  ଏଣୁ … Continue reading ଶନିବାର ଓ ରବିବାର ଦିନ ୧୧ ଜିଲ୍ଲାରେ ଶଟ୍‌ଡାଉନ୍‌