ପୁଣି ବଦଳିବ ଓ୍ବେବ୍‌ ମିଡିଆ ତାଲିକାକରଣ ନୀତି

ଓଡ଼ିଶା ସରକାରଙ୍କ ନୀତି ପ୍ରବର୍ତ୍ତାମାନେ ଓ୍ବେବ୍‌ସାଇଟ୍‌ ତାଲିକାକରଣ  ଏବଂ ବିଜ୍ଞାପନ ବାବଦରେ କୌଣସି ଏକ ଅଦୃଶ୍ୟ ଶକ୍ତି ଦ୍ଵାରା ପ୍ରଭାବିତ। ଏ କଥା କହିଲେ କିଛି ଅମଲାତନ୍ତ୍ରୀ ପରୋକ୍ଷରେ ଚିହିଙ୍କି ଉଠିବା ସ୍ଵଭାବିକ। କିନ୍ତୁ ଏହା ବାସ୍ତବ ଓ ଅପ୍ରିୟ ସତ୍ୟ। ସୂଚନା ଓ ଲୋକସମ୍ପର୍କ ବିଭାଗରେ ଦିନକୁ ଦିନ ବଦଳୁଥିବା ନିୟମ ଓ ପୁରୁଣା ନିୟମକୁ କବର ଦେବାର ଧାରା, ଏହାର ସ୍ପଷ୍ଟ ପ୍ରମାଣ ଦେଉଛି । ପୁଣି କିଛି ନିର୍ଦିଷ୍ଟ ଓ୍ବେବ୍‌ସାଇଟ୍‌କୁ ଲକ୍ଷ୍ୟ କରି … Continue reading ପୁଣି ବଦଳିବ ଓ୍ବେବ୍‌ ମିଡିଆ ତାଲିକାକରଣ ନୀତି