ଆଜି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା, ଖାଁ ଖାଁ ପୂଜାମଣ୍ଡପ

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ହେଉଛି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା। କରୋନା ସ୍ଥିତିରୁ ଚଳିତ ବର୍ଷ ପୂଜାପେଣ୍ଡାଲ ଫିକା ପଡ଼ିଛି। କରୋନା ମହାମାରୀ କାରଣରୁ ପ୍ରମୁଖ ଶିଳ୍ପନଗରୀରେ ପୂଜାମଣ୍ଡପ ଖାଁ ଖାଁ ରହିଛି। ସମସ୍ତ ସ୍ଥାନରେ କରୋନା କଟକଣା ମଧ୍ୟରେ କେବଳ ନୀତିରେ ନିରାଡ଼ମ୍ବର ସହ ପୂଜାର ଆୟୋଜନ କରାଯାଇଛି। କେବଳ ରୀତିନୀତିରେ ପୂଜା ପାଳନ କରାଯିବ। କୌଣସି ସାଜସଜ୍ଜା ଓ ଭିଡ଼ କରାଯିବ ନାହିଁ।

Leave a Reply

Your email address will not be published.