ପ୍ରମୋସନ୍ ପାଇଁ ବାସ୍ତୁ ଟିପ୍ସ

0
50

ଯଦି ଆପଣ ଅଫିସ୍ରେ ବହୁତ ପରିଶ୍ରମ କରି ମଧ୍ୟ ପ୍ରମୋସନ୍ ମିଳୁନାହିଁ, ତାହେଲେ ଜାଣିନିଅନ୍ତୁ ଯେ ଆପଣଙ୍କ ଘରେ କିଛି ବାସ୍ତୁଦୋଷ ରହିଛି । ସେହିସବୁ ବାସ୍ତୁଦୋଷ ଦୂର କରିବା ଦ୍ୱାରା ଆପେ ଆପେ ସଫଳତା ଆପଣଙ୍କ ପାଖରେ ଆସି ପହଞ୍ଚିବ । ତାହେଲେ ଆସନ୍ତୁ ଜାଣିବା ଏ ସମ୍ପର୍କିତ କିଛି ଟିପ୍ସ-

୧- ଘର ଭିତରେ କେବେ ମଧ୍ୟ ବୋନ୍ସାଇ କିମ୍ବା କାକ୍ଟସ୍ ଗଛ ରଖନ୍ତୁ ନାହିଁ । ଏହାକୁ ସବୁବେଳେ ବାହାରେ ରଖିବା ଉଚିତ୍ ।

୨- ଘରର ଉତର-ପୂର୍ବ ଦିଗରେ ଓଜନିଆ ମୂର୍ତ୍ତି ରଖନ୍ତୁ ନାହିଁ ।

୩- ଖଟ ତଳେ କେବେ ମଧ୍ୟ ଅନାବନା ଜିନିଷ ରଖନ୍ତୁ ନାହିଁ । ଏହା ବ୍ୟତୀତ ଖଟତଳେ ପୋଛା ଲଗାନ୍ତୁ ।

୪- ଦାନ ଦେବା ପାଇଁ ଆଣିଥିବା କୌଣସି ଜିନିଷକୁ ଅଧିକ ଦିନ ଘରେ ରଖନ୍ତୁ ନାହିଁ ।

୫- ଘଣ୍ଟା ବନ୍ଦ ହୋଇଯାଇଥିଲେ ତୁରନ୍ତ ସେଥିରେ ବ୍ୟାଟେରି ପକାଇ ଚାଲୁ କରନ୍ତୁ ।

୬- ଘରର ଉତର-ପଶ୍ଚିମ ଦିଗରେ ଅନ୍ଧାର କରନ୍ତୁ ନାହିଁ । ଏହି ଦିଗରେ ସବୁବେଳେ ଏକ ଲାଇଟ୍ ଲଗାଇ ରଖନ୍ତୁ ।

 

ଅଧିକ ପାଠ ପାଇଁ କ୍ଲିକ୍‌ କରନ୍ତୁ

ବାସ୍ତୁ ଟିପ୍ସ – କାହିଁକି ରଖିବେ ଘରକୁ ସୁଗନ୍ଧଯୁକ୍ତ

ବାସ୍ତୁ ଟିପ୍ସ – କାହିଁକି ରଖିବେ ଘରକୁ ସୁଗନ୍ଧଯୁକ୍ତ

ଠାକୁରଙ୍କ ଘର ପାଇଁ ବାସ୍ତୁ ଟିପ୍ସ

ଠାକୁରଙ୍କ ଘର ପାଇଁ ବାସ୍ତୁ ଟିପ୍ସ

ବାସ୍ତୁ ଅନୁଯାୟୀ କେଉଁଦିନ ଫୋପାଡ଼ିବେ ପୁରୁଣା ଝାଡ଼ୁ

ବାସ୍ତୁ ଅନୁଯାୟୀ କେଉଁଦିନ ଫୋପାଡ଼ିବେ ପୁରୁଣା ଝାଡ଼ୁ