କୋଲେଷ୍ଟ୍ରଲ୍ କମ୍ କରିବାକୁ ଚାହୁଁଛନ୍ତି, ଏହି ମସଲାର ବ୍ୟବହାର କରିପାରନ୍ତି

ଶରୀରରେ କୋଲେଷ୍ଟ୍ରଲ୍ର ମାତ୍ରା ବଢିଗଲେ ଅନେକ ପ୍ରକାର ରୋଗ ମାଡ଼ି ବସେ । କୋଲେଷ୍ଟ୍ରଲ୍ ବଢିବା ପାଇଁ ଅନେକ କାରଣ ରହିଛି । ଆନୁବଂଶିକ, ଚର୍ବିଯୁକ୍ତ ଖାଦ୍ୟ, ଡିପ୍ରେସନ୍, ଅନିୟମିତ ଜୀବନଶୈଳୀ ଇତ୍ୟାଦି ଅନେକ କାରଣରୁ କୋଲେଷ୍ଟ୍ରଲ୍ ସ୍ତର ବଢିଥାଏ । ଏହି ସମସ୍ୟାରୁ ମୁକ୍ତ ହେବା ପାଇଁ ଡାକ୍ତରଙ୍କ ପରାମର୍ଶ କ୍ରମେ ଅନେକ ବ୍ୟକ୍ତି ଅନେକ ପ୍ରକାର ଉପାୟ ଆପଣାଇଥାନ୍ତି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆମ ରୋଷେଇଘରେ ହିଁ ଏହି … Continue reading କୋଲେଷ୍ଟ୍ରଲ୍ କମ୍ କରିବାକୁ ଚାହୁଁଛନ୍ତି, ଏହି ମସଲାର ବ୍ୟବହାର କରିପାରନ୍ତି