ରାଉଉରକେଲା ଆଇଜିଏଚରେ ଆଜି ଠାରୁ ଆରମ୍ଭ ହେବ ପ୍ଲାଜମା ବ୍ୟାଙ୍କ

ରାଉରକେଲା, (ଓଡିଶା ଟାଇମ୍) : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଆଶା ବଢ଼ାଇଛି ପ୍ଲାଜମା ଥେରାପି । ପ୍ଲାଜମା ଥେରାପି ଦ୍ୱାରା କରୋନା ଆକ୍ରାନ୍ତ ସୁସ୍ଥ ହେଉଛନ୍ତି । ତେଣୁ ଭିନ୍ନ ଭିନ୍ନ ହସ୍ପିଟାଲ ରେ ପ୍ଲାଜମା ଥେରାପି ଆରମ୍ଭ କରାଯାଉଛି। ଏହାରି ମଧ୍ୟରେ ଆଜିଠୁ ରାଉରକେଲା ଆଇଜିଏଚରେ କାର୍ଯ୍ୟକ୍ଷମ ହେବ ପ୍ଲାଜମା ଥେରାପି । ଭିଡିଓ କନଫରେନ୍ସିଂରେ ଏହାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ରାଉରକେଲା ଷ୍ଟିଲ ପ୍ଳାଣ୍ଟ କର୍ମଚାରୀ ସୀମାଂଚଳ ଗୈ।ଡ଼ ଦେବେ ପ୍ଳାଜମା । ବାପ ମାଁ ସ୍ତ୍ରୀ ଝିଅ ସହ ନିଜେ ଅକା’ ହୋଇଥତ୍ଲେ କରୋନା ପଜେଟିଭରେ ଚିକିତ୍ସା ପରେ ସୁସ୍ଥ ପ୍ଳାଜ୍ମା ଦାନ ପାଇଁ ମଧ୍ୟ ପ୍ରସ୍ତୁତ । କହିଛନ୍ତି ପୁରା ପରିବାର ଏବେ କରୋନା ମୁକ୍ତ ପ୍ଳାଜା ଦାନ ପାଇଁ ସେ ପ୍ରସ୍ତୁତ ସମସ୍ତ ପରୀକ୍ଷା ସରିଛି  ଆଜି କରିବେ ପ୍ଳାଜା ଦାନ। ଆଜି ପ୍ରଥମ ଦିନରେ ୩୫ ଜଣ ବ୍ୟକ୍ତି ପ୍ଳାଜା ଦାନ କରିବାର ତାରିକା ପ୍ରସ୍ତୁତ କରାଯାଇଛି ।

Leave a Reply

Your email address will not be published.