ରିଲିଜ୍ ହେଲା ନବାଜ୍‌  ଆଗାମୀ ବାୟୋପିକର ଟ୍ରେଲର୍ ’ଠାକ୍‌ରେ’

ଲୋକପ୍ରିୟ ରାଜନେତା ବାଲ୍ ଠାକ୍ରେଙ୍କ ଜୀବନୀ ଉପରେ ଆଧାରିତ ବାୟୋପିକ୍ର ଟ୍ରେଲର୍ ବୁଧବାର ଦିନ ରିଲିଜ୍ ହୋଇଯାଇଛି । ୩ ମିନିଟ୍ର ଏହି ଭିଡିଓରେ ପ୍ରଥମେ ଦଙ୍ଗାର ଦୃଶ୍ୟ ଦେଖିବାକୁ ମିଳୁଛି ଏବଂ ବ୍ୟାକ୍‌ଗ୍ରାଉଣ୍ଡ୍ ସାଉଣ୍ଡ୍ ଭାବେ ଶୁଣିବାକୁ ମିଳୁଛି – ‘କେବଳ ଜଣେ ବ୍ୟକ୍ତି ମୁମ୍ବାଇର ଏହି ଦଙ୍ଗା ପରିସ୍ଥିତିକୁ ଶାନ୍ତ କରିପାରିବ ।’ ଏହି ସଂଳାପ ସରିବା ପରେ ବାଲ୍ ଠାକ୍ରେଙ୍କ ଚରିତ୍ରରେ ଅଭିନୟ କରିଥିବା ନବାଜୁଦ୍ଦିନ୍ ସିଦ୍ଦିକିଙ୍କ ଚେହେରା ସାମନାକୁ ଆସୁଛି । … Continue reading ରିଲିଜ୍ ହେଲା ନବାଜ୍‌  ଆଗାମୀ ବାୟୋପିକର ଟ୍ରେଲର୍ ’ଠାକ୍‌ରେ’