ଫନି ପାଇଁ ୭୪ ଟ୍ରେନ ବାତିଲ

ଭୟଙ୍କର ବାତ୍ୟାର ରୂପ ନେବାକୁ ଯାଉଥିବା ଫନି ପାଇଁ ରେଳ ବିଭାଗ ପକ୍ଷରୁ ୭୪ଟି ଟ୍ରେନକୁ ବାତିଲ କରାଯାଇଛି। ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ବାତ୍ୟା ସମୟରେ ଟ୍ରେନ ଚଳାଚଳ ଉପରେ ଯଥେଷ୍ଟ … Read More