୨୦୦କୋଟି କ୍ଲବରେ ସାମିଲ ହେଲା ‘ଟୋଟାଲ୍ ଧମାଲ୍’

ଏକାଧିକ ବଲିଉଡ୍ ତାରକାଙ୍କ ଦ୍ୱାରା ସଜ୍ଜିତ କମେଡ଼ି ଫିଲ୍ମ ତା’ର ଟାଇଟଲ୍ ଅନୁଯାୟୀ ବକ୍ସ ଅଫିସ୍ ବ୍ୟବସାୟ କ୍ଷେତ୍ରରେ ଧମାଲ୍ କରି ଦେଖାଇଛି । ଫିଲ୍ମ ରିଲିଜ୍ ହେବାର ପ୍ରାୟ ୩ ସପ୍ତାହ ବିତିଯାଇଥିଲେ ମଧ୍ୟ ବ୍ୟବସାୟ କ୍ଷେତ୍ରରେ ପୂର୍ଣ୍ଣଛେଦ ଲାଗିନାହିଁ … Read More