ପାକିସ୍ତାନରେ ବି ବ୍ୟାନ ହେବ ହେବ ଟିକ୍ ଟକ୍ !

ପାକିସ୍ତାନ, (ଓଡିଶା ଟାଇମ୍) : ପାକିସ୍ତାନରେ ଚୀନର କ୍ଷୁଦ୍ର ଭିଡିଓ ଆପ୍ ଟିକ୍ ଟକ୍ ନିଷିଦ୍ଧ ହେବ । ଅଶାଳୀନ କଣ୍ଟେଣ୍ଟକୁ ନେଇ ପାକିସ୍ତାନ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଖୁବଶୀଘ୍ର ଏ ନେଇ ସରକାରୀ ଘୋଷଣା କରାଯିବ ବୋଲି … Read More

TikTokକୁ କିଣିବ ଆମେରିକୀୟ କମ୍ପାନୀ ଓରାକଲ୍, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଦେଲେ ମଞ୍ଜୁରୀ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ୍ ର ଭିଡିଓ ସେୟାରିଂ ଆପ୍ କମ୍ପାନୀ ବାଇଟ୍ ଡାନ୍ସକୁ କିଣିବା ପାଇଁ ଆମେରିକାର ସଫ୍ଟଓ୍ବେୟାର କମ୍ପାନୀ ଓରାକଲକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଟ୍ରମ୍ପ ରବିବାର ଦିନ ଗଣମାଧ୍ୟମକୁ କହିଛନ୍ତି … Read More

ଆମେରିକା ଟିକ୍‌ଟକ୍‌କୁ କାହିଁକି ନିଷେଧ କରିବାକୁ ଚାହୁଁଛି

ନିକଟରେ ଭାରତରେ ଟିକ୍‌ଟକ୍‌ ଉପରେ ନିଷେଧାଦେଶ ଜାରି କରାଯାଇଛି, କିନ୍ତୁ ଏହାର ଉତ୍ପତ୍ତି ସ୍ଥଳ ଚୀନ୍‌ରେ ଏହାକୁ ଦୀର୍ଘ ଦିନ ଧରି ନିଷିଦ୍ଧ କରାଯାଇଛି । ଭାରତର ପଥ ଅନୁସରଣ କରୁଥିବା ଆମେରିକା ମଧ୍ୟ ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇପାରେ। … Read More

ବଢ଼ୁଥିବା ବିବାଦ ମଧ୍ୟରେ ହଂକଂରେ ଟିକ୍‌ଟକ୍‌ ଏହାର ସେବା ବନ୍ଦ କରିବ

ଟିକ୍‌ଟକ୍ ଏକ ବିବୃତ୍ତିରେ କହିଛନ୍ତି ଯେ ସାମ୍ପ୍ରତିକ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ହଂକଂରେ ଏହାର ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି।   ଫେସବୁକ୍, ହ୍ୱାଟସ୍ ଆପ୍, ଟେଲିଗ୍ରାମ, ଗୁଗୁଲ୍ ଏବଂ ଟ୍ୱିଟର ପରେ ସର୍ଟ ଭିଡ଼ିଓ ଆପ୍ ଟିକ୍‌ଟକ୍‌ ମଧ୍ୟ ମଙ୍ଗଳବାର … Read More

ଟିକ୍‌ଟକ୍ ଭିଡିଓରୁ ଗଲା ଜୀବନ : ତଣ୍ଟି ବାଟେ ପଶିଗଲା ଜୀଅନ୍ତା ମାଛ

ତାମିଲନାଡ଼ୁ,(ଓଡିଶା ଟାଇମ୍) : ଜିଅନ୍ତା ମାଛକୁ ପାଟିରେ ପୁରାଇ କରୁଥିଲେ ଟିକ୍ ଟକ୍ ଭିଡିଓ, ତଣ୍ଟିରେ ଅଟକିଯିବାରୁ ଉଡିଗଲା ପ୍ରାଣବାୟୁ ଆଜିକାଲିର ଯୁବପିଢିକୁ ଲାଗିଛି ଟିକ୍ ଟକ୍ର ନିଶା । କେତେ ଯେ ଭିଡିଓ ପ୍ରସ୍ତୁତ କରାବେଳେ ମଲେଣି, ତାର ଠିକଣା … Read More