ବିଏସଏଫ ଯବାନଙ୍କ ଦ୍ୱାରା ଅଫୁଟା ବୋମା ଓ ଲ୍ୟାଣ୍ଡମାଇନ ଜବତ

ମାଲାକନଗିରି, (ଓଡିଶା ଟାଇମ୍) : ସ୍ବାଭିମାନ ଅଞ୍ଚଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ବିଏସଏଫ ୯ମ ବାଟାଲିଆନ ଜବାନମାନେ ଏହି ମାଓ ସାମଗ୍ରୀ ଜବତ କରିଛନ୍ତି । ଏହି ସାମଗ୍ରୀରେ ଟିଫିନ୍ ବୋମା ରହିଥିବା ସୂଚନା ମିଳିଛି … Read More