ଚୀନକୁ ଚେତାଇଲା ଭାରତ: କହିଲା- ଏଲଏସିରୁ ସେନା ହଟାଅ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଭାରତ ପୂର୍ବ ଲଦ୍ଦାଖରେ ଗତିରୋଧ ପାଇଁ ଚୀନକୁ ଚେତାବନୀ ଦେଇଛି । ଭାରତ କହିଛି, ଚୀନ ମେ’ ମାସର ଆରମ୍ଭରୁ ବାସ୍ତବିକ ନିୟନ୍ତ୍ରଣ ରେଖାରେ ବଡ଼ ସଂଖ୍ୟାରେ ସୈନିକ ଓ ଯୁଦ୍ଧ ସାମଗ୍ରୀ ଏକତ୍ର କରୁଛି … Read More

ତ୍ରାଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର , (ଓଡିଶା ଟାଇମ୍) : ଜାମ୍ମୁ କାଶ୍ମୀରର ତ୍ରାଲରେ ଚାଲିଥିବା ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହି ଅପରେସନରେ ସୁରକ୍ଷା ବାହିନୀ ଜଣେ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଛନ୍ତି । ଗତକାଲିଠାରୁ ଏହି ଏନକାଉଣ୍ଟର ଜାରି ରହିଛି । … Read More

ଏବେବି ପାକିସ୍ତାନ ଆତଙ୍କବାଦୀଙ୍କ ପାଇଁ ସୁରକ୍ଷିତ ସ୍ଥାନ : ଆମେରିକା

ଓ୍ବାଶିଂଟନ୍, (ଓଡିଶା ଟାଇମ୍) : ସ୍ଥାନୀୟ ଆତଙ୍କବାଦୀ ସଂଗଠନ ପାଇଁ ପାକିସ୍ତାନ ଏକ ସୁରକ୍ଷିତ ସ୍ଥାନ ହୋଇଛି ବୋଲି ବୁଧବାର ଆମେରିକା ଏଭଳି ଦାବି କରିଛି । ଏଥି ଅନୁଯାୟୀ, ଫେବୃଆରୀ ୨୦୧୯ରେ ଜାମ୍ମୁ କାଶ୍ମୀର ପୁଲୱାମା ଆକ୍ରମଣ ପରେ ପାକିସ୍ତାନ … Read More

ଏନକାଉଣ୍ଟରରେ ଟଳିଲେ ୨ ଆତଙ୍କବାଦୀ

ଶ୍ରୀନଗର, (ଓଡିଶା ଟାଇମ୍) : ଜାମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଅପରେସନ ଅଲ୍‌ଆଉଟ୍‌ ଜାରି ରହିଛି । ଜାମ୍ମୁ-କାଶ୍ମୀରର ସୋପାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଏନ୍‌କାଉଣ୍ଟର ଜାରି ରହିଛି । ଏନ୍‌କାଉଣ୍ଟରେ ୨ଜଣ ଆତଙ୍କୀ ନିହତ ହୋଇଥିବା ଜଣାପଡିଛି । ସେନା ଓ … Read More

ଏନ୍‌କାଉଣ୍ଟରରେ ପୁଣି ଟଳିଲେ ୨ଆତଙ୍କୀ, ଜଣେ ଯବାନ ସହିଦ

ଜାମ୍ମୁ-କାଶ୍ମୀରର, (ଓଡିଶା ଟାଇମ୍) : ଜାମ୍ମୁ-କାଶ୍ମୀରର ପୁଲଓ୍ୱାମାରେ ପୁଣି ଥରେ ମୁଁହାମୁଁହି ହୋଇଛନ୍ତି ସୁରକ୍ଷାକର୍ମୀ-ଆତଙ୍କବାଦୀ। ଏହି ଏନ୍‌କାଉଣ୍ଟରରେ ଦୁଇ ଜଣ ଆତଙ୍କୀ ନିହତ ହୋଇଥିବା ଜଣାପଡିଛି । କିନ୍ତୁ ଦୁଃଖର ଯେ, ଏନ୍‌କାଉଣ୍ଟରେ ଜଣେ ସିଆର୍‌ପିଏଫ୍‌ ଯବାନ ମଧ୍ୟ ସହିଦ ହୋଇଛନ୍ତି … Read More

ଶୋପିଆନରେ ଜଣେ ଆତଙ୍କବାଦୀକୁ ନିହତ କଲା ଭାରତୀୟ ସେନା

ଶ୍ରୀନଗର, (ଓଡିଶା ଟାଇମ୍) : ଜମ୍ମୁ-କଶ୍ମୀରରେ ଭାରତୀୟ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ପୁଣିଥରେ ଗୁଳିବିନିମୟ ଆରମ୍ଭ ହୋଇଛି | ଶୋପିଆନରେ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ଭାରତୀୟ ସେନା ଜଣେ ଆତଙ୍କବାଦୀଙ୍କୁ ନିହତ କରିବାରେ ସଫଳ ହୋଇଛନ୍ତି … Read More

ଜମ୍ମୁ-କାଶ୍ମୀର ସୀମାରେ ଅପରେସନ ଅଲ୍ଆ‌ଉଟ୍ : ୮ଆତଙ୍କୀ ନିହତ

ଜମ୍ମୁ-କାଶ୍ମୀର , (ଓଡିଶା ଟାଇମ୍) : ଜାମ୍ମୁ-କାଶ୍ମୀରର ସୋପିଆନ ଏବଂ ଅବନ୍ତୀପୁରା ଅଞ୍ଚଳରେ ଘଟିଥିବା ଦୁଇଟି ପୃଥକ ଏନକାଉଣ୍ଟରରେ ଭାରତୀୟ ସେନାକୁ ବଡ଼ ସଫଳତା ମିଳିଛି। ଏହି ୨ଟି ଏନକାଉଣ୍ଟରରେ ୮ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି। ସୋପିଆନ ଜିଲାର … Read More

ଲଦାଖରେ ଭାରତ-ଚୀନ୍ ସେନା ହାତାହାତି : ଭାରତୀୟ ସେନାର ଜଣେ ଅଫିସରଙ୍କ ସହ ୨ଯବାନ ସହିଦ

ଲାଦାଖ୍ , (ଓଡିଶା ଟାଇମ୍) : ଗତ କିଛି ତଳେ LAC ସୀମାରେ ଭାରତର ରାସ୍ତା ନିର୍ମାଣକୁ ନେଇ ଚୀନ୍‌ ସେନା ସହିତ ବିବାଦ ଦେଖାଦେଇଥିଲା । ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ପରେ ପରିସ୍ଥିତି କିଛିଟା ଶାନ୍ତ ପଡିଥିଲା । … Read More

ଜମ୍ମୁ କାଶ୍ମୀର ପୁଞ୍ଚରେ ପାକିସ୍ତାନ ସେନାର ଅସ୍ତ୍ରବିରତି ଉଲ୍ଲଙ୍ଘନ : ଜଣେ ଯବାନ ସହିଦ,୩ ଆହତ

ଜମ୍ମୁ କାଶ୍ମୀର, (ଓଡିଶା ଟାଇମ୍) : ଜମ୍ମୁ କାଶ୍ମୀର ପୁଞ୍ଚରେ ପୁଣି ଥରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପାକିସ୍ତାନ ସେନା। ଶନିବାର ବିଳମ୍ବିତ ରାତିରେ ପାକିସ୍ତାନ ସେନା ପୁଞ୍ଚ ଜିଲାର କିର୍ନି ଅଞ୍ଚଳରେ ଅସ୍ତ୍ରବିରତି ଉଲ୍ଲଂଘନ କରିବା ସହ ପ୍ରବଳ ଗୁଳିଗୋଳା … Read More

ଜମ୍ମୁ ଓ କଶ୍ମୀର: କୁଲ୍‌ଗାମ୍ ଏବଂ ଅନନ୍ତନାଗରେ ଏନ୍‌କାଉଣ୍ଟର୍ ଯୋଗୁଁ ୪ ଆତଙ୍କବାଦୀ ନିହତ

ଶ୍ରୀଗର, (ଓଡିଶା ଟାଇମ୍) : ଜମ୍ମୁ-କାଶ୍ମୀର ସ୍ଥିତ ପୁଲୱାମାର ତ୍ରାଲରେ ସୁରକ୍ଷାକର୍ମୀ ଓ ଆତଙ୍କବାଦିଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ପରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ଆତଙ୍କୀ ନିହତ ହୋଇଥିବା ସୂଚନା ମିଳିଛି। ଆତଙ୍କବାଦୀ ଲୁଚିଥିବା ସୂଚନା ପାଇ ସେଠାରେ ସୁରକ୍ଷାକର୍ମୀ ସର୍ଚ୍ଚ … Read More