#IndiaFightsCorona: ଭାରତରେ ୩୦ ପ୍ରତିଶତ କରୋନା ରୋଗୀ ତବ୍‌ଲିଗି ସମ୍ପର୍କିତ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଭାରତର ପ୍ରାୟ ୩୦ପ୍ରତିଶତ କରୋନା ରୋଗୀ ତବ୍‌ଲିଗି ସମାଜଡ଼ ଧାର୍ମିକ ସଭା ସହ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ସମ୍ପର୍କିତ। ଏହି ସଭା ମାର୍ଚ ମାସ ମଝିରେ ନୂଆଦିଲ୍ଲିର ନିଜାମୁଦ୍ଦିନ୍‌ ମର୍‌କାଜ୍‌ଠାରେ ଅନୁଷ୍ଠିତ ହୋଇଥିଲା। ଏହି ଧାର୍ମିକ … Read More