କନଷ୍ଟେବଳ ଓ ଏସଆଇ ନିଲମ୍ବିତ

(ଜଗତସିଂହପୁର, ଓଡ଼ିଶା ଟାଇମ୍) ଜିଲା ଜର୍ଜ କୋର୍ଟରେ କାର୍ଯ୍ୟରତ ଦୁଇ ମହିଳା କନଷ୍ଟେବଳ ଓ ଜଣେ ମହିଳା ଏସାଆଇ ନିଲମ୍ବିତ । କାର୍ଯ୍ୟରେ ଅବହେଳା ଯୋଗୁଁ ନିଲମ୍ବିତ କଲେ ଜଗତସିଂହପୁର ଏସ୍ପି  । ନିଲମ୍ବିତ ପୋଲିସ କର୍ମଚାରୀ ମାନେ ହେଲେ ମହିଳା … Read More

ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୁଲିସ ଏସ୍‌ଆଇ

ଉତ୍ତରପ୍ରଦେଶ, (ଓଡିଶା ଟାଇମ) : ଉତ୍ତର ପ୍ରଦେଶ ବାଗପତ ରାମାଲା ଥାନାରେ ନିୟୋଜିତ ସବଇନ୍ସପେକ୍ଟର ଇନ୍ତସାର ଅଲିଙ୍କୁ ନିଲମ୍ବିତ କରାଯାଇଛି। ନିଲମ୍ବିତ କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ବିନା ଅନୁମତିରେ ଲମ୍ବା ଦାଢ଼ି ରଖିବା ଅଭିଯୋଗରେ ପୋଲିସ ଅଧିକ୍ଷକ … Read More

ରାୟଗଡ଼ା ଡେପୁଟି କଲେକ୍ଟର ପୂର୍ଣ୍ଣଚନ୍ଦ୍ର ଜେନା ନିଲମ୍ବିତ

ରାୟଗଡା , (ଓଡିଶା ଟାଇମ୍) : ରାୟଗଡା ଡେପୁଟି କଲେକ୍ଟର ପୂର୍ଣ୍ଣଚନ୍ଦ୍ର ଜେନାଙ୍କୁ ନିଲମ୍ବିତ କରାଯାଇଛି । କାର୍ଯ୍ୟରେ ଅବହେଳା ଅଭିଯୋଗରେ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର । ଏନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି … Read More

ଲାଞ୍ଚ ମାଗି ନିଲମ୍ବିତ ହେଲେ ତାଳଚେର ରେଙ୍ଗାଲି ଡ୍ଯାମ ସାଇଟ୍ ଥାନାର ଏଏସ୍ଆଇ

ତାଳଚେର, (ଓଡିଶା ଟାଇମ୍) : ଲାଞ୍ଚ ମାଗିବା ମହଙ୍ଗା ପଡିଛି ଜଣେ ପୋଲିସ୍ ବାବୁଙ୍କୁ । ଲାଞ୍ଚ ମାଗିବାରୁ ନିଲମ୍ବିତ ହୋଇଛନ୍ତି ତାଳଚେର ରେଙ୍ଗାଲି ଡ୍ଯାମ ସାଇଟ୍ ଥାନାର ଏ ଏସ୍ ଆଇ କାର୍ତ୍ତିକ ବେହେରା । ଏକ ଡ୍ରେନ୍ ନିର୍ମାଣକୁ … Read More

ଓଏଏସ ଅନିଶା ଦାସଙ୍କୁ ନିଲମ୍ବନ କଲେ ରାଜ୍ୟ ସରକାର

ଭୁବନେଶ୍ବର, (ଓଡିଶା ଟାଇମ୍) : କଳାହାଣ୍ଡି ଉପଜିଲ୍ଲାପାଳ ସସ୍‌ପେଣ୍ଡ। କାର୍ଯ୍ୟରେ ଅବହେଳା ଯୋଗୁଁ ଉପଜିଲ୍ଳାପାଳ ଅନିଷା ଦାସଙ୍କୁ ସସ୍‌ପେଣ୍ଡ କରାଯାଇଛି। ମୟୂରଭଞ୍ଜ ଜିଲ୍ଲାର ବେତନଟିରେ ସେ ତହସିଲଦାର ଭାବେ କର୍ଯ୍ୟରତ ଥିଲେ। ପରବର୍ତ୍ତୀ ସମୟରେ କଳାହାଣ୍ଡି ଜିଲ୍ଳାର ଉପ- ଜିଲ୍ଳାପାଳ ଭାବେ … Read More

ନାବାଳିକା ଗର୍ଭପାତ ଘଟଣାରେ ଥାନା ଅଧିକାରୀ ନିଲମ୍ବିତ

ସୁନ୍ଦରଗଡ଼ , (ଓଡିଶା ଟାଇମ୍) : ସୁନ୍ଦରଗଡ଼ ବୀରମିତ୍ରପୁରରେ ନାବାଳିକା ଦୁଷ୍କର୍ମ ଓ ବେଆଇନ ଭାବେ ଗର୍ଭପାତ କରାଯାଇଥିବା ଘଟଣା ଘଟିଥିଲା । ଏହି ମାମଲାରେ ବୀରମିତ୍ରପୁର ଥାନା ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀ ନିଲମ୍ବିତ ହୋଇଛନ୍ତି । ତାଙ୍କୁ ନିଲମ୍ବନ … Read More

ମହଙ୍ଗା ପଡିଲା ଥାନାରେ ଥାର୍ଡ ଡିଗ୍ରୀ, ଆଇଆଇସି ସସପେଣ୍ଡ

ଭୁବନେଶ୍ୱର, (ଓଡିଶା ଟାଇମ୍) : ଥାନାରେ ଯୁବକଙ୍କୁ ମାଡ ମାରିବା ଆଇଆଇସିଙ୍କୁ ମହଙ୍ଗା ପଡିଲା । କେନ୍ଦୁଝର ସ୍ଥିତ ପାଟଣା ଥାନା ମହିଳା ଆଇଆଇସି ସନ୍ଧ୍ୟାରାଣୀ ଜେନା ନିଲମ୍ବିତ କରିଛନ୍ତି ଡିଜିପି ଶ୍ରୀ ଅଭୟ । ଏ ନେଇ ଟୁଇଟ ମାଧ୍ୟମରେ … Read More