ଆଜି ସୁନା ବେଶ: ଜାଣି ରଖନ୍ତୁ କେମିତି ପହଞ୍ଚିବେ ପୁରୀ, କେଉଁଠି ରଖିବେ ଗାଡ଼ି

ଶ୍ରୀ ଜଗନ୍ନାଥଙ୍କ ମହାପର୍ବ ରଥଯାତ୍ରା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରୀତି ନୀତି ଅନୁସାରେ ଗୁଣ୍ଡିଚା ମନ୍ଦିରରୁ ତିନି ରଥ ବାହୁଡ଼ି ଜଗନ୍ନାଥ ମନ୍ଦିର ସିଂହଦ୍ଵାର ନିକଟରେ ପହଞ୍ଚିଛନ୍ତି। ଆଜି ତିନି ଠାକୁରଙ୍କୁ ରଥ ଉପରେ ସୁନା ଅଳଙ୍କାର ମଣ୍ଡନ କରାଯିବ। ଏହା … Read More