ପ୍ରତିଦିନ ୧୯ କୋଟି ଲୋକ ଉପାସରେ : ଖାଦ୍ୟ ସୁରକ୍ଷା ଯୋଜନା କାହା ସ୍ୱାର୍ଥରେ?
ଓଡିଶାର କଳାହାଣ୍ଡିରୁ ଆରମ୍ଭ କରି ଦେଶର ରାଜଧାନୀ ନୂଆଦିଲ୍ଲୀ ପର୍ଯ୍ୟନ୍ତ ଏବେ ଅନାହାର ମୃତ୍ୟୁର ତାଣ୍ଡବ ଚାଲିଛି। ଉପଯୁକ୍ତ ଖାଦ୍ୟ ଅଭାବରୁ ପ୍ରତି ୧ ହଜାର ଶିଶୁଙ୍କ ମଧ୍ୟରୁ ୩୪ ଜଣ ମା’ ପେଟରେ ମୃତ୍ୟୁବରଣ କରୁଥିବାବେଳେ ୫ ବର୍ଷରୁ କମ୍ … Read More