ସ୍ଥଗିତ ନିଷ୍ପତି ପରେ ପୁଣି ଆରମ୍ଭ ହେଲା ରଥ ନିର୍ମାଣ କାମ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରଥକାର୍ଯ୍ୟ ସ୍ଵଭାବିକ ଭାବେ ଚାଲୁ ରହିବ। ଅମ୍ପନ ମହାବାତ୍ୟା ପାଇଁ ପୂର୍ବରୁ ରଥକାମକୁ ୨ ଦିନ ଲାଗି ଅସ୍ଥା୍ରୀ ଭାବେ ସ୍ଥଗିତ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଥିଲେ କିନ୍ତୁ ତାହାକୁ ପ୍ରତ୍ୟାହାର କରିଥିବା ସୂଚନା ଦେଇଛନ୍ତି। ଅମ୍ପନ … Read More

ଠିକଣା ପଥରେ ରଥକାମ: ପ୍ରଥମ ପର୍ଯ୍ୟାୟ ଚକଡେରା ସମ୍ପନ୍ନ, ଶ୍ରୀମନ୍ଦିରରୁ ଆସିଲା ଆଜ୍ଞାମାଳ

ପୁରୀ, (ଓଡ଼ିଶା ଟାଇମ୍‌):  ଦ୍ରୁତ ଗତିରେ ଆଗେଇ ଚାଲିଛି ପୁରୀରେ ରଥନିର୍ମାଣ କାର୍ଯ୍ୟ। ପରମ୍ପରା ଅନୁସାରେ ଧାର୍ଯ୍ୟ ତିଥିକୁ ଆଖିରେ ରଖି ତିନିରଥର ଚକଡେରା କାର୍ଯ୍ୟ ଭଉଁରୀରେ ସମ୍ପନ୍ନ ହୋଇଛି। ଠିକଣା ସମୟରେ ରଥକାମ ଚାଲିଥିବାରୁ ପୂଜାପଣ୍ଡା ସେବାୟତମାନେ ଶ୍ରୀଜଗନ୍ନାଥ, ବଳଭଦ୍ର … Read More

କେବଳ ବିଧିରେ ସୀମିତ ରହିବ ଅକ୍ଷୟ ତୃତୀୟା, ମେ’ ୩ ପରେ ରଥଯାତ୍ରା ନିଷ୍ପତ୍ତି

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଏ ବର୍ଷ ଶ୍ରୀମନ୍ଦିରରେ ଅକ୍ଷୟ ତୃତୀୟା ନୀତି କେବଳ ବିଧିରେ ସୀମିତ ରହିବ। ବାହାରେ କୌଣସି କାର୍ଯ୍ୟ ହେବ ନାହିର୍ର୍। ଅର୍ଥାତ୍‌ ରଥ କାଠ ଅନୁକୂଳ ନେଇ ଯେୁଁ ପରମ୍ପରା ରହିଛି ତାହା କେବଳ ବିଧି ଅନୁସାରେ … Read More

ସୁନାବେଶ କେବେଠୁ ଆରମ୍ଭ ହେଲା, କେଉଁ ଦିଅଁ ପିନ୍ଧନ୍ତି କ’ଣ

ସୁନାବେଶକୁ ସବୁଠାରୁ ଆକର୍ଷଣୀୟ ବେଶ ବୋଲି କୁହାଯାଏ। ଏହା ରାଜାଧିରାଜ ବେଶ ଭାବେ ମଧ୍ୟ ପରିଚିତ। ବିଧି ଅନୁସାରେ ଶ୍ରୀ ଜଗନ୍ନାଥଙ୍କର ବର୍ଷକୁ ୫ ଥର ସୁନାବେଶ ଅନୁଷ୍ଠିତ ହୁଏ। କିନ୍ତୁ ରଥ ଉପରେ ବର୍ଷକୁ ଥରେ ଏହି ବେଶ ହୁଏ … Read More