ଗେମ୍ ଅଫ୍ ଥ୍ରୋନ୍ସ ଏବଂ ଫ୍ରେଣ୍ଡସ୍‌କୁ ପଛକୁ ପକାଇ ରାମାୟଣ ଦୁନିଆର ସର୍ବାଧିକ ଦେଖାଯାଇଥିବା ଟିଭି ଧାରାବାହିକ

ନବେ ଦଶକ ପରେ ଲକ୍‌ଡାଉନ୍‌ରେ ପୁନଃ ପ୍ରସାରିତ ପ୍ରସିଦ୍ଧ ସିରିଏଲ ରାମାୟଣ ପୁଣିଥରେ ସମସ୍ତ ରେକର୍ଡ଼ ଭାଙ୍ଗିଛି । ଡିଡି ନ୍ୟୁଜ୍ ଅନୁଯାୟୀ, ଏହା ୧୬ ଏପ୍ରିଲରେ ୭.୭ କୋଟି (୭୭ନିୟୁତ) ଦର୍ଶକଙ୍କ ସହ ବିଶ୍ୱର ସର୍ବାଧିକ ଦେଖାଯାଇଥିବା ମନୋରଞ୍ଜନ ଶୋରେ … Read More