କ୍ୟୁଆର କୋଡ଼ରେ ମୋ ବସ୍‌ ଭଡ଼ା ଆଦାୟ

ଭୁବନେଶ୍ବର, (ଓଡିଶା ଟାଇମ୍) : କରୋନା ମହାମାରୀ ପରିପ୍ରେକ୍ଷୀରେ ମୋ ବସ୍‌ ଯାତ୍ରୀ ଏବଂ ଗାଇଡ୍‌ଙ୍କୁ ସଂକ୍ରମଣରୁ ଦୂରରେ ରଖିବା ପାଇଁ ବୁଧବାରଠାରୁ କ୍ୟାପିଟାଲ୍‌ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ(କ୍ରୁଟ)ପକ୍ଷରୁ ମୋ ବସ୍‌ରେ କ୍ୟୁଆର କୋଡ଼ ମାଧ୍ୟମରେ ବସ୍‌ ଭଡ଼ା ଆଦାୟ ଆରମ୍ଭ … Read More