ହାଥରସ ଗଣଦୁଷ୍କର୍ମ ଘଟଣା : ଯାଞ୍ଚ ଆରମ୍ଭ କଲା ଏସଆଇଟି, ଆଜି ପୀଡ଼ିତାଙ୍କ ପରିବାରକୁ ଭେଟିବେ ରାହୁଲ-ପ୍ରିୟଙ୍କା

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଉତ୍ତର ପ୍ରଦେଶ ହାଥରସ୍ ଜିଲ୍ଲା​‌ରେ ଗଣଦୁଷ୍କର୍ମର ଶିକାର ହୋଇଥିବା ଦଳିତ ଯୁବତୀଙ୍କ ପରିବାରକୁ ଆଜି ଭେଟିବାକୁ ଯାଇପାରନ୍ତି ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧୀ। ପୋଲିସ ଯେଭଳି ଭାବେ ପୀଡ଼ିତାଙ୍କ ଜୋରଜବରଦସ୍ତି ତାଙ୍କର ଅନ୍ତିମ ସଂସ୍କାର କରିଛି … Read More

ପରବର୍ତ୍ତୀ କଂଗ୍ରେସ ସଭାପତି ଗାନ୍ଧୀ ପରିବାର ବାହାରେ ହେବା ଉଚିତ : ପ୍ରିୟଙ୍କା ଗାନ୍ଧୀ

ପ୍ରିୟଙ୍କା ଗାନ୍ଧୀ ଭଦ୍ରା ତାଙ୍କ ବଡ଼ ଭାଇ ତଥା ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ସମର୍ଥନ କରିଛନ୍ତି, ଯେଉଁଥିରେ ସେ କହିଛନ୍ତି ଯେ ଗାନ୍ଧୀ ପରିବାର ବାହାରେ ଜଣେ ବ୍ୟକ୍ତିଙ୍କୁ କଂଗ୍ରେସ ସଭାପତିଭାବେ ନିଯୁକ୍ତି କରାଯିବା ଉଚିତ । ପ୍ରିୟଙ୍କା … Read More

ସୋନିଆ ଗାନ୍ଧୀଙ୍କ ବୟସ ଏବଂ ରାହୁଲଙ୍କ ପିଲାଳିଆମୀ କେବଳ ଏକ ବାହାନା, ପ୍ରିୟଙ୍କା ହେବେ କଂଗ୍ରେସ ଅଧ୍ୟକ୍ଷା

ଗତବର୍ଷ ଏହି ଦିନରେ ସୋନିଆ ଗାନ୍ଧୀ କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ସଭାପତି ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ଏହି ନିଷ୍ପତ୍ତିର ମୂଳ ଉଦ୍ଦେଶ୍ୟ ଥିଲା ଜଣେ ନେତା ଖୋଜିବା ଯାଏ କଂଗ୍ରେସ ପାର୍ଟି ଦାୟିତ୍ୱ ଗ୍ରହଣ କରିପାରିବେ । କିନ୍ତୁ ଦଳ … Read More

ରାହୁଲ ଅଯୋଗ୍ୟ, ପ୍ରିୟଙ୍କା ନିଜକୁ ଇନ୍ଦିରାଙ୍କ ନାତୁଣୀ ବୋଲି କହନ୍ତି… ମୋଦୀ ସହିତ କ’ଣ ଲଢ଼ିବେ: ରାମଚନ୍ଦ୍ର ଗୁହା ଗାନ୍ଧୀ ପରିବାରକୁ ଫ୍ୟୁଜ୍ କଲେ ?

“୨୦୧୯ରେ ଲୋକମାନେ ନରେନ୍ଦ୍ର ମୋଦୀଙ୍କୁ ଭୋଟ୍ ଦେଇଥିଲେ କାରଣ ସେମାନେ ଭୟ କରୁଥିଲେ ଯେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବା ଉଚିତ ନୁହେଁ । ସେମାନେ ଅନୁଭବ କରୁଛନ୍ତି ଯେ ରାହୁଲ ଗାନ୍ଧୀ ଅନୁପଯୁକ୍ତ, ସେ ଦେଶ ଚଳାଇବା ଉପଯୁକ୍ତ ନୁହେଁ … Read More

ଦୁଇଟି ଆସନ ଜିତିଲେ ଭଉଣୀଙ୍କ ପାଇଁ ଛାଡିଦେବେ ଆମେଥି

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏଥର ଉତ୍ତରପ୍ରଦେଶର ଆମେଥି ଏବଂ କେରଳର ବାୟନାଡ଼ ଆସନରୁ ନିର୍ବାଚନ ଲଢୁଛନ୍ତି। କଂଗ୍ରେସର ବିଶେଷଜ୍ଞମାନେ ଏହି ଦୁଇଟି ଆସନରେ ରାହୁଲ ଜିତିବାର ବଡ଼ ଆଶା ରଖିଛନ୍ତି। ଯଦି ରାହୁଲ ଏହି ଦୁଇଟି ଆସନ ଜିତିବାରେ ସଫଳ … Read More

ବାରଣାସୀରୁ ନିର୍ବାଚନ ଲଢ଼ିବେ ପ୍ରିୟଙ୍କା!

ଗାନ୍ଧି ପରିବାରର ପ୍ରିୟଙ୍କା ଗାନ୍ଧି ନିର୍ବାଚନ ଲଢ଼ିବା ପାଇଁ ମନବଳାଇଛନ୍ତି । ଦଳ ଚାହିଁଲେ ସେ ନିର୍ବାଚନ ଲଢ଼ିବେ ବୋଲି ଗତକାଲି କହିଥିବା ପ୍ରିୟଙ୍କା ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ପ୍ରାର୍ଥୀ ହେବାକୁ ନିଜର ଇଚ୍ଛା ପ୍ରକାଶ କରିଛନ୍ତି। ସେ … Read More

ନିକଙ୍କ ପକ୍ଷରୁ ପିସିଙ୍କୁ ମିଳିଲା ଉପହାର, ଦାମ୍- ୨କୋଟି ୩୭ ଲକ୍ଷ ଟଙ୍କା

ଆଜିକାଲି ପିସିଙ୍କ ଗୋଡ଼ ଆଉ ତଳେ ଲାଗୁନି । ଏଭଳି ଖୁସିର କାରଣ ଗୋଟିଏ ନୁହେଁ ଅନେକ । ପିସିଙ୍କ ଅଭିନୀତ ହଲିଉଡ୍ ଫିଲ୍ମ ‘ଇଜ୍ ନଟ୍ ଇଟ୍ ରୋମାଣ୍ଟିକ୍’ ବକ୍ସ ଅଫିସରେ ଜବରଦସ୍ତ ବ୍ୟବସାୟ କରିଚାଲିଛି । ଅନ୍ୟପଟେ ଜୋନ୍ସ … Read More

ଫେବ୍ରୁଆରିରେ ଓଡ଼ିଶା ଆସିବେ ପ୍ରିୟଙ୍କା

ଜାତୀୟ କଂଗ୍ରେସ ସଭାପତି ହେବା ପରେ ରାହୁଲ ଗାନ୍ଧୀ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏଣିକି ପ୍ରତିମାସରେ କଂଗ୍ରେସ ସଭାପତି ଓଡ଼ିଶା ଆସିବେ। ଅବଶ୍ୟ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ସେ ପ୍ରଚାର ଅଭିଯାନରେ ମଙ୍ଗ ଧରିବେ। ଆସନ୍ତା ଫେବ୍ରୁଆରି … Read More

ପ୍ରିୟଙ୍କ କଂଗ୍ରେସର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ!

ଗାନ୍ଧି ପରିବାରର ସଦସ୍ୟ ପ୍ରିୟଙ୍କା ଗାନ୍ଧିଙ୍କୁ କଂଗ୍ରେସର ଉତ୍ତରପ୍ରଦେଶର ପ୍ରଭାରୀ ନିଯୁକ୍ତି କରାଯିବା ପରେ ରାଜନୈତିକ ମହଲରେ ତାଙ୍କୁ ନେଇ ବଡ଼ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏପରିକି ଆଗାମୀ ନିର୍ବାଚନରେ କଂଗ୍ରେସ ପକ୍ଷରୁ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥଭାବେ ଉପସ୍ଥାପିତ କରାଯାଇପାରେ … Read More

କଂଗ୍ରେସରେ ପ୍ରିୟଙ୍କା ଯୁଗ ଆରମ୍ଭ

ମୋତିଲାଲ ନେହେରୁଙ୍କଠାରୁ ଆରମ୍ଭ ହୋଇଥିବା ଏହି ପରମ୍ପରା ଏବେ ପ୍ରିୟଙ୍କା ଗାନ୍ଧିଙ୍କ ପାଖରେ ପହଞ୍ଚିଛି। ଶେଷରେ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ରାଜୀବ- ସୋନିଆ ତନୟା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଜି ସକ୍ରିୟ ରାଜନୀତିରେ ଯୋଗ ଦେଇଛନ୍ତି। ରାହୁଲ କଂଗ୍ରେସର … Read More