ଯଦି ଯିବାରେ ଅଛି ଯାଅ, ନହେଲେ ରୁହ; ଦି’ ପ୍ରକାର କଥା କହି ଦଳକୁ ବଦ୍‌ନାମ କରନି: ପ୍ରଦୀପ ମାଝିଙ୍କୁ କଟାକ୍ଷ କଲେ ସୁର ରାଉତରାୟ

ଭୁବୋନଶ୍ଵର, (ଓଡ଼ିଶା ଟାଇମ୍‌): ପୂର୍ବତନ ସାଂସଦ  ପ୍ରଦୀପ ମାଝିଙ୍କ ଉପରେ ଖପ୍ପା ହୋଇଛନ୍ତି ବରିଷ୍ଠ କଂଗେ୍ରସ ନେତା ସୁର ରାଉତରାୟ। କହିଛନ୍ତି ପ୍ରଦୀପ ଦଳକୁ ବଦ୍‌ନାମ କରୁଛନ୍ତି।  ସେ ଦଳରେ ରହିବେ କି ନା ତାହା ସ୍ଥିର କରିପାରୁ ନାହାନ୍ତି। ଓଡ଼ିଶାରେ … Read More