ଭୂଷଣ ପାୱାର ଆଣ୍ଡ ଷ୍ଟିଲ କମ୍ପାନୀର ୩୮୦୦କୋଟିର ବ୍ୟାଙ୍କ ଠକେଇ

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି)ରୁ ନୀରବ ମୋଦି ୧୩୦୦୦କୋଟି ଟଙ୍କା ଋଣ ନେଇ ଠକେଇ କରିବା ଘଟଣା ପରେ ଏବେ ଏହି ବ୍ୟାଙ୍କରୁ ଭୂଷଣ ପାୱାର ଆଣ୍ଡ ଷ୍ଟିଲ କମ୍ପାନୀର ୩୮୦୦କୋଟିର ବ୍ୟାଙ୍କ ଠକେଇ ମାମଲା ପଦାକୁ ଆସିଛି। ପିଏନବି ପକ୍ଷରୁ … Read More