ଲଦାଖ ଘଟଣା ପରେ ଚୀନକୁ ଭାରତର ଆର୍ଥିକ ଘେରାବନ୍ଦୀ

ଜୁନ୍ ୧୫ତାରିଖ ରାତିରେ ଚୀନ୍ ଲଦାଖରେ ଭାରତକୁ ବନ୍ଧୁତ୍ୱର ଦ୍ୱାହି ଦେଇ ପିଠିପଟୁ ଛୁରୀ ମାରିଥିଲା । ଚୀନ୍‌ର ସୈନିକମାନେ ଭାରତୀୟ ସୈନିକମାନଙ୍କୁ ଲୁହା ନେଲ ପୋଲ ଉପରେ ଆକ୍ରମଣ କରିଥିଲେ ଯେଉଁଥିରେ ଭାରତର ୨୦ଜଣ ସୈନିକ ନିହତ ହୋଇଥିଲେ । … Read More