ବଦଳିଲା କେନ୍ଦ୍ରମନ୍ତ୍ରିମଣ୍ଡଳ, ବଦଳିବ ଓଡ଼ିଶା ସମୀକରଣ
ଆଗକୁ ରାଜ୍ୟ ବିଜେପିର ରିମୋଟ୍ ପରିବର୍ତ୍ତନ ! ଯେଉଁମାନେ ଧର୍ମେନ୍ଦ୍ରଙ୍କୁ ସମର୍ଥନ କରୁଛନ୍ତି ସେମାନେ ମୁଖ୍ୟତଃ ତାଙ୍କଠାରୁ ଅର୍ଥନୀତିକ କ୍ଷମତାର ଫାଇଦା ନେବାକୁ ଠୁଳ ହୋଇଥିଲେ ଓଡ଼ିଶାରେ ବିଜେପି ଏବଂ ବିଜେଡି ଭିତରେ ରାଜନୀତିକ ସମୀକରଣ ରକ୍ଷା କରିବା ଲାଗି ଆଉ … Read More