ନୋଏଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ; ୪ ମୃତ , ଜଣେ ଆହତ

ନୋଏଡା, (ଓଡିଶା ଟାଇମ୍) : ଉତ୍ତରପ୍ରଦେଶର ଗ୍ରେଟର ନୋଏଡାରେ ୟମୁନା ଏକ୍ସପ୍ରେସ ୱେରେ ବିଟା -୨ ଅଞ୍ଚଳରେ ଶନିବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ରାସ୍ତାରେ ଯାଉଥିବା ଏକ ବସ କୁ ପଛପଟୁ ଏକ କାର ଧକ୍କା ଦେଇଥିବା ଜଣାପଡ଼ିଛି। … Read More