ମାଓବାଦୀଙ୍କ ବର୍ବରକାଣ୍ଡ ; ପୁଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା
ଚିତ୍ରକୋଣ୍ଡା, (ଓଡିଶା ଟାଇମ୍) : ଆନ୍ଧ୍ର ଓଡ଼ିଶା ସୀମାନ୍ତ ଅଞ୍ଚଳରେ ମାଓବାଦୀଙ୍କ ବର୍ବରକାଣ୍ଡ ଦେଖାଯାଇଥିବା ଗୁରୁବାର ଜଣାପଡ଼ିଛି। ଆନ୍ଧ୍ର ଓଡ଼ିଶା ସୀମାନ୍ତ ଅଞ୍ଚଳରେ ପୁଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ଘରୁ ଡ଼ାକି ନେଇ ମାଓବାଦୀ ଜଣଙ୍କୁ ହତ୍ୟା କରିଛନ୍ତି। ସକାଳ ସମୟରେ … Read More