ପୂର୍ବତନ ରାଜ୍ୟସଭା ସଦସ୍ୟ ନରେନ୍ଦ୍ର ସ୍ୱାଇଁଙ୍କ ପରଲୋକ

ଭୁବନେଶ୍ବର, (ଓଡିଶା ଟାଇମ୍) : ପୂର୍ବତନ ରାଜ୍ୟସଭା ସାଂସଦ ତଥା ବରିଷ୍ଠ ରାଜନେତା ନରେନ୍ଦ୍ର ସ୍ବାଇଁଙ୍କର ୮୨ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ସେ କରୋନା ଆକ୍ରାନ୍ତ ହୋଇ କଟକର କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସ୍ବର୍ଗତ ସ୍ୱାଇଁଙ୍କ ଦେହାନ୍ତରେ କଟକ … Read More

ସାଂସଦ ଅନୁଭବଙ୍କ ନାଁରେ ଭରଣପୋଷଣ ମାମଲା ରୁଜୁ କଲେ ପତ୍ନୀ ବର୍ଷା ପ୍ରିୟଦର୍ଶନୀ

ଭୁବନେଶ୍ବର, (ଓଡିଶା ଟାଇମ୍) :  କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ନାଁରେ ଭରଣପୋଷଣ ମାମଲା ରୁଜୁ କଲେ ପତ୍ନୀ ବର୍ଷା ପ୍ରିୟଦର୍ଶନୀ । କଟକ ଏସଡ଼ିଜେଏମ୍ ଅଦାଲତରେ ଏ ନେଇ ଏକ ମାମଲା ରୁଜୁ ହୋଇଛି ଏବଂ ଆସନ୍ତା … Read More

ସାଂସଦ ରମେଶ ଚନ୍ଦ୍ର ମାଝି କରୋନା ପଜିଟିଭ୍

ଭୁବନେଶ୍ବର, (ଓଡିଶା ଟାଇମ୍) : ନବରଙ୍ଗପୁର ସାଂସଦ ରମେଶ ମାଝୀଙ୍କୁ କରୋନା । କରୋନା ଆକ୍ରାନ୍ତ ନେଇ ସୋସିଆଲ ମିଡିଆରେ ରମେଶ ମାଝୀ ଜଣାଇଛନ୍ତି । ଏପରିକି ତାଙ୍କ ସଂଶ୍ପର୍ସରେ ଆସିଥିବା ବ୍ୟକ୍ତିଙ୍କୁ ଘରୋଇ ସଂଗରୋଧରେ ରହିବାକୁ ପରାମର୍ଶ ଦେଇଛନ୍ତି । … Read More

ରାଜ୍ୟରେ ଆଉ ଜଣେ ସାଂସଦଙ୍କୁ କରୋନା

ଭୁବନେଶ୍ବର, (ଓଡିଶା ଟାଇମ୍) :ବିଜେପିର ବରିଷ୍ଠ ନେତା ତଥା ବରଗଡ଼ ସାଂସଦ କରୋନା ପଜିଟିଭ୍‌ ଚିହ୍ନଟ । ଏନେଇ ସେ ନିଜେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି । ଲକ୍ଷଣ ନଥାଇ ପରୀକ୍ଷା କରାଇଥିଲେ ସାଂସଦ ସୁରେଶ ପୂଜାରୀ । ତେବେ … Read More

ପରଲୋକରେ ରାଜ୍ୟସଭା ସାଂସଦ ଅମର ସିଂ

ଉତ୍ତରପ୍ରଦେଶ, (ଓଡିଶା ଟାଇମ୍) : ଉତ୍ତରପ୍ରଦେଶର ବରିଷ୍ଠ ରାଜନେତା ତଥା ରାଜ୍ୟ ସଭା ସାସଂଦ ଅମର ସିଂଙ୍କର ନିଧନ ହୋଇଛି । ସିଙ୍ଗାପୁରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ୨୦୧୩ରେ ଅମର ସିଂଙ୍କ କିଡନୀ ଅଚଳ ହୋଇଯାଇଥିଲା । … Read More

ମୁଖ୍ୟମନ୍ତ୍ରୀ ଶିବରାଜ ସିଂହଙ୍କ ମନ୍ତ୍ରୀମଣ୍ଡଳର ନୂଆ ମନ୍ତ୍ରୀଙ୍କ ଶପଥ ଗ୍ରହଣ

ଭୋପାଲ, (ଓଡିଶା ଟାଇମ୍) : ମଧ୍ୟପ୍ରଦେଶରେ ଭାରତୀୟ ଜନତା ପାର୍ଟୀ ବା ବିଜେପି ସରକାରଙ୍କର ମନ୍ତ୍ରୀମଣ୍ଡଳ ଆଜି ସମ୍ପ୍ରସାରଣ ହୋଇଛି । ମଧ୍ୟପ୍ରଦେଶ ରାଜ୍ୟପାଳ ଆନନ୍ଦୀ ବେନ ପଟେଲ ରାଜଭବନରେ ନୂଆ ମନ୍ତ୍ରୀମାନଙ୍କୁ ଶପଥ ପାଠ କରାଯାଇଛନ୍ତି । କଂଗ୍ରେସର କମଲନାଥ … Read More

ପିପିଇ କିଟ୍‌ ପିନ୍ଧି ଭୋଟ ଦେଲେ କରୋନା ଆକ୍ରାନ୍ତ କଂଗ୍ରେସ ବିଧାୟକ

ଭୋପାଳ, (ଓଡିଶା ଟାଇମ୍) : ଦେଶର ୮ଟି ରାଜ୍ୟର ୧୯ଟି ଆସନ ପାଇଁ ଆଜି ରାଜ୍ୟସଭା ନିର୍ବାଚନ ପାଇଁ ମତଦାନ ହେଉଛି। ମଧ୍ୟପ୍ରଦେଶରେ ଆଜି ୩ଟି ଆସନ ପାଇଁ ମତ ସଂଗ୍ରହ ଚାଲିଛି। ଏହା ଭିତରେ ଶୁକ୍ରବାର ଦ୍ବିପ୍ରହରରେ ଏକ ନିଆରା … Read More

ସାମାଜିକ ଦୂରତା ଭଙ୍ଗ କରି ୧୦୦ ଟଙ୍କା ଜୋରିମାନା ଦେଲେ ସଂସାଦ

ଭୁବନେଶ୍ବର, (ଓଡିଶା ଟାଇମ୍) : ୧୦୦ ଟଙ୍କା ଜୋରିମାନା ଦେଲେ ସାଂସଦ । ସମାଜିକ ଦୂରତା ନିୟମ ଉଲଂଘନ ଅଭିଯୋଗରେ ଜୋରିମାନା ଦେଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ଦଳୀୟ ନେତାଙ୍କ ସହ ଆଲୋଚନା କାର୍ଯ୍ୟକ୍ରମ ବେଳେ ସାମାଜିକ ଦୂରତା … Read More

ମଧ୍ୟପ୍ରଦେଶ ଫେରିଗଲେ ପଙ୍ଗପାଳ

ଭୁବନେଶ୍ବର, (ଓଡିଶା ଟାଇମ୍) : ଛତିଶଗଡ ରାଜ୍ୟରୁ ମଧ୍ୟପ୍ରଦେଶ ପଳାଇଲେ ପଙ୍ଗପାଳ । ମଧ୍ୟପ୍ରଦେଶର ଶାହଡୋଲ ଜିଲ୍ଲା ଜେସି ନଗରକୁ ପଳାଇଥିବା ଜଣାପଡିଛି । ପଙ୍ଗପାଳ ଆଉ ଛତିଶଗଡ ଯିବା ସମ୍ଭ।ବନା ନାହିଁ । ଯେଉଁ ରାସ୍ତା ଦେଇ ଆସିଥିଲେ, ସେହି … Read More

କରୋନା ପରେ ଏହି ରାଜ୍ୟଗୁଡ଼ିକର ଚିତ୍ର ପରିବର୍ତ୍ତନ ହେବ

ୟୁପିରୁ କର୍ଣ୍ଣାଟକ ପର୍ଯ୍ୟନ୍ତ – ଶ୍ରମ ଏବଂ ଜମି ସଂସ୍କାର ସହିତ ଚୀନ୍‌ରୁ ଆସୁଥିବା କମ୍ପାନୀଗୁଡ଼ିକୁ ଧରିବା ପାଇଁ ପ୍ରସ୍ତୁତି । ସାରା ବିଶ୍ୱରେ କମ୍ପାନୀଗୁଡିକ ଚୀନରୁ ବାହାରକୁ ଯାଉଥିବାବେଳେ ଭାରତରେ ବିଜେପି ଶାସିତ ରାଜ୍ୟ ସରକାରମାନେ ସେମାନଙ୍କୁ ସ୍ୱାଗତ କରୁଛନ୍ତି … Read More