ପ୍ରବାସୀଙ୍କ ପାଇଁ ଅଧିକ ଟ୍ରେନ୍‌ ବ୍ୟବସ୍ଥା କରାଯାଉ: ପ୍ରଦୀପ

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): ଲକ୍‌ଡାଉନ୍‌ ହେତୁ ଦେଶର ବିଭିନ୍ନ ସ୍ଥାନରେ ଫଶିଛନ୍ତି ଓଡ଼ିଆ। ଶ୍ରମିକଠୁ ଆରମ୍ଭ କରି ଛାତ୍ରଛାତ୍ରୀ ଯାଏ ସମସ୍ତେ ଓଡ଼ିଶା ଫେରିବାକୁ ବ୍ୟାକୁଳ। ଏମାନଙ୍କ ପାଇଁ କିନ୍ତୁ ଆବଶ୍ୟକ ସାଧନ ନାହିଁ। ଏପରି ପରିସ୍ଥିତିରେ ସଡ଼କ ପଥରେ ସେମାନେ … Read More