ରାଜଧାନୀରେ ମହିଳା ଡିଏସପିଙ୍କୁ ବନ୍ଧୁକ ଦେଖାଇ ଲୁଟ୍

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜଧାନୀରେ ଆଜି ପୁଲିସକୁ ଲୁଟିଲେ ଲୁଟେରା। ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ଭିଜିଲାନ୍ସ ଡିଏସପି ତନୁଜା ମହାନ୍ତିଙ୍କଠୁ ଲୁଟ୍ କରିଛନ୍ତି। ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ତନୁଜାଙ୍କୁ  ବନ୍ଧୁକ ଦେଖାଇ ସୁନା ଚେନ୍ , କାନଫୁଲ … Read More