ଓଡ଼ିଶା ପରେ ପଞ୍ଜାବ ଓ ରାଜସ୍ଥାନରେ #LockDown
ଭୁବନେଶ୍ଵର, (ଓଟି): କୋଭିଡ୍୧୯ କରୋନା ଭୁତାଣୁର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶାସନର ଦୃଢ଼ ପଦକ୍ଷେପ ଅନ୍ୟ ରାଜ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଛି। ମୁଖ୍ୟମନ୍ତ୍ରୀ ଶନିବାରଦିନ ଓଡ଼ିଶାର ସଂକ୍ରମଣ ସମ୍ବେଦନଶୀଳ ୫ ଜିଲ୍ଲା ଓ ୮ ଗୁରୁତ୍ଵପୂଣ୍ଣ ସହରରେ … Read More