ବନ୍ଦଥିବା କାରଖାନା ଏକ ସପ୍ତାହ ପରୀକ୍ଷାମୂଳକ ଭାବେ ଚାଲିବ

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌) : ଲକ୍‍ଡାଉନ ଯୋଗୁଁ ଦେଶବ୍ୟାପୀ ନିର୍ମାଣ ଓ ରାସାୟନିକ କାରଖାନାଗୁଡିକ ବନ୍ଦ ରହିଥିଲା । ଅଣ ହଟସ୍ପଟ ଅଞ୍ଚଳରେ ଥିବା କାରଖାନାଗୁଡିକ କେତେକ ସର୍ତ୍ତ ଭିତ୍ତିରେ ଚାଲୁ ଲାଗି ସରକାର ଅନୁମତି ଦେଇଛନ୍ତି । ମେ ୧୭ରେ … Read More

ବୟସ ଆଗରେ ହାର୍‌ ମାନିଲା ଲକ୍‌ଡାଉନ୍‌: ୨୧୨୮ କିଲୋମିଟର ଦୂରରୁ ସାଇକେଲ୍‌ରେ ଫେରିଲେ କେନ୍ଦ୍ରାପଡ଼ାର କ୍ଷୀରୋଦ ୬୦ ବର୍ଷୀୟ

କେନ୍ଦ୍ରାପଡ଼ା, (ପ୍ରଦୀପ କୁମାର ଜେନା) :କରୋନା ଲକଡାଉନ ଯୋଗୁ ଗୁଜୁରାଟର ସୁରତରେ କାମ ଧନ୍ଦା ହରାଇ ବ୍ୟତିବ୍ୟସ୍ତ ହୋଇ ସାଇକେଲରେ ଦୀର୍ଘ ୨୧୨୮ କିଲୋମିଟର ରାସ୍ତା ଅତିକ୍ରମ କରି ଗତ ୭ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଆସି ପହଂଚିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାର … Read More

ଚିନ୍ତା ବଢ଼ାଇଲା ଗାଜିଆବାଦ ସଂକେତ !

 ୩୧ମେ ପର୍ଯ୍ୟନ୍ତ ଗାଜିଆବାଦରେ ଲକ୍‌ଡାଉନ୍ ନିର୍ଦ୍ଦେଶାବଳୀ ପ୍ରଯୁଜ୍ୟ ହେବ   ଜିଲ୍ଲା ମାଜିଷ୍ଟ୍ରେଟ ଅଜୟ ଶଙ୍କର ପାଣ୍ଡେ ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାରେ ଧାରା ୧୪୪ ପ୍ରଯୁଜ୍ୟ ହେବ ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ପାଇଁ ଜରିମାନା କରାଯିବ   କରୋନା … Read More

କରୋନା ଲକ୍‌ଡାଉନ୍ ହେଉଛି ତମାଖୁ ଛାଡ଼ିବାର ସର୍ବୋତ୍ତମ ସମୟ

କୋଭିଡ଼୍‌- ୧୯ର ପ୍ରସାରକୁ ରୋକିବା ପାଇଁ ଚାଲିଥିବା ଲକ୍‌ଡାଉନ୍‌ ସମୟରେ ତମାଖୁ ଦ୍ରବ୍ୟ ବିକ୍ରୟ ଉପରେ ଅସ୍ଥାୟୀ ପ୍ରତିବନ୍ଧକ ଭାରତରେ ତମାଖୁ ସେବନକୁ ହ୍ରାସ କରିବାର ଏକ ସୁଯୋଗ ବୋଲି ବିଶେଷଜ୍ଞମାନେ କହିଛନ୍ତି । ଛଅ ସପ୍ତାହରୁ ଅଧିକ ସମୟ ପର୍ଯ୍ୟନ୍ତ … Read More

ଲକ୍‌ଡାଉନ୍‌ ପରେ ଗାଁର ଜନସଂଖ୍ୟା ୭% ବୃଦ୍ଧି

ଦେଶବ୍ୟାପୀ ଲକ୍‌ଡାଉନ୍ ଘୋଷଣା ପରଠାରୁ ଗତ ଦେଢ଼ ମାସ ମଧ୍ୟରେ ଭାରତର ଗ୍ରାମାଞ୍ଚଳର ଜନସଂଖ୍ୟା ବୃଦ୍ଧି ପାଇଛି । ତୁଳନାତ୍ମକ ଭାବେ, ସହରାଞ୍ଚଳର ଜନସଂଖ୍ୟା ହ୍ରାସ ପାଇଛି । ଲକ୍‌ଡାଉନ୍ ୨.୦ ଦେଖିଲା ଯେ ଅଧିକ ଲୋକ ଘରୁ ବାହାରକୁ ଯାଉଛନ୍ତି, … Read More

ତାମିଲନାଡ଼ୁରେ ଏକ ଲକ୍ଷ ୩୦ ହଜାର ଓଡ଼ିଆ ଶ୍ରମିକ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ତାମିଲ୍‌ନାଡ଼ୁରେ ଓଡ଼ିଶାର ପ୍ରାୟ ୧ଲକ୍ଷ ୩୦ ହଜାର ଶ୍ରମିକ କରୋନା ହେତୁ ଫଶିଛନ୍ତି। ସେମାନଙ୍କୁ ଓଡ଼ିଶା ଫେରାଇ ଆଣିବା ଲାଗି ଚେଷ୍ଟା ଚାଲିଛି।  ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଓ ତାମିଲ୍‌ନାଡ଼ୁ ମୁଖ୍ୟମନ୍ତ୍ରୀ ପାଲାନିସ୍ଵାମୀ ଏ ବିଷୟରେ … Read More

ଲକଡାଉନରେ ଫସି ରହିଥିବା ଲୋକମାନେ ବର୍ତ୍ତମାନ ନିଜ ଘରକୁ ଯାଇପାରିବେ-ଗୃହ ମନ୍ତ୍ରାଳୟ

ଭାରତ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ, ପ୍ରବାସୀ ଶ୍ରମିକଙ୍କ ବ୍ୟତୀତ ଅନ୍ୟ ରାଜ୍ୟରେ ଫସି ରହିଥିବା ତୀର୍ଥଯାତ୍ରୀ, ପର୍ଯ୍ୟଟକ ଏବଂ ଛାତ୍ରମାନଙ୍କୁ ମଧ୍ୟ ସେମାନଙ୍କ ଗନ୍ତବ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯିବ  କରୋନା ଲକ୍‌ଡାଉନ୍‌ ଯୋଗୁଁ ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ପ୍ରବାସୀ ଶ୍ରମିକ, … Read More

ଲକ୍‌ଡାଉନ୍‌ ହୋଇ ନଥିଲେ, ତେବେ ବର୍ତ୍ତମାନ ସୁଦ୍ଧା, କରୋନା ମାମଲା ୨ ଲକ୍ଷ ଟପିଥାନ୍ତା

କରୋନା ଜୀବାଣୁ ବିସ୍ତାର ନହେବା ପାଇଁ ଲକ୍‌ଡାଉନ୍ ଲାଗୁ ହେବାର ୧ ମାସ ବିତିଗଲାଣି ।  ଯଦି ସାରା ଦେଶରେ ଏହି ଲକ୍‌ଡାଉନ୍‌ ଲାଗୁ ହୋଇନଥାନ୍ତା, ଏପ୍ରିଲ୍ ୨୩ ସୁଦ୍ଧା ଦେଶରେ ୨,୧୨,୪୨୭ ମାମଲା ହୋଇଥାନ୍ତା ।  ଲକ୍‌ଡାଉନ୍ ପ୍ରୟୋଗ କରିବା … Read More

ଲକଡାଉନ୍‌କୁ ବିମୁଦ୍ରୀକରଣ ସହିତ କଂଗ୍ରେସର ତୁଳନା

କରୋନା ସଙ୍କଟକୁ ବିମୁଦ୍ରୀକରଣ ସହିତ ମୁକାବିଲା କରିବା ପାଇଁ ଲାଗୁ ହୋଇଥିବା ଦେଶବ୍ୟାପୀ ଲକ୍‌ଡାଉନ୍‌କୁ କଂଗ୍ରେସ ପାର୍ଟି ତୁଳନା କରିଛି । ଦଳ କହିଛି ଯେ ଯେପରି ବିମୁଦ୍ରୀକରଣ କୌଣସି ଚିନ୍ତା ନକରି କରାଯାଇଥିଲା, ସେହିପରି ଲକ୍‌ଡାଉନ୍‌ ମଧ୍ୟ ଘୋଷଣା କରାଯାଇଥିଲା … Read More

#Lockdown କଟକଣା କୋହଳ: ଖୋଲିବ ଦୋକାନ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌) ବ୍ୟବସାୟ ବାଣିଜ୍ୟ କାରବାରକୁ ଚାଲି ରଖିବା ଲାଗି କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦୋକାନ ବଜାର ଉପରେ ଲାଗିଥିବା ଲକ୍‌ଡାୁନ୍‌ କଟକଣା କୋହଳ କରିଛନ୍ତି। ମ୍ୟୁନିସିପାଲିଟି ଅଞ୍ଚଳ ବାହାରେ ସମସ୍ତ ଦୋକାନ ଏବଂ ମାର୍କେଟଁ କମ୍ପ୍ଲେକ୍ସ ଭିତରେ … Read More