ଶ୍ରମିକଙ୍କ ପାଇଁ କୋହଳ ହେଲା #Lockdown କଟକଣା: କାମକୁ ଫେରିବାକୁ କେନ୍ଦ୍ରର ପ୍ରୋତ୍ସାହନ

ଭୁବନେଶ୍ଵର, (ଓଡ଼ିଶା ଟଇମ୍‌): ଶ୍ରମିକ ଏବେ କାମକୁ ଫେରିପାରିବେ। ଯେଉଁମାନେ କାମରୁ ବାହାରି ଆସି ବିଭିନ୍ନ ସ୍ଥାନରେ ଅଟକି ରହିଛନ୍ତି ସେମାନେ ଚାହିଁଲେ କାମକୁ ଫେରିପାରିବେ ବୋଲି କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ଘୋଷଣା କରିଛି। ସେମାନଙ୍କ ପାଇଁ ଲକ୍‌ଡାଉନ୍‌ ନିୟମ … Read More