‘ତବ୍‌ଲିଗି ଜମାତ୍‌ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ପ୍ଲାଜ୍‌ମା ଦାନ କରେ’, ଦୋଷ ଲୁଚାଇବା ପାଇଁ ଖରାପ ପିଆର ଷ୍ଟଣ୍ଟ

ପ୍ଲାଜ୍‌ମା ଥେରାପି ବେଆଇନ, ବର୍ତ୍ତମାନ ଏହାର ଚିକିତ୍ସା ପାଇଁ ବ୍ୟବହାର କରାଯାଇପାରିବ ନାହିଁ  ଏଥିରେ କୌଣସି ସନ୍ଦେହ ନାହିଁ ଯେ ତବ୍‌ଲିଗି ଜାମାତ୍‌ର ଜନଶୁଣାଣିଦ୍ୱାରା ୱୁହାନ ଜୀବାଣୁ ବିରୋଧରେ ଭାରତର ଯୁଦ୍ଧ ବହୁ କ୍ଷତିଗ୍ରସ୍ତ ହୋଇଛି । ୧୦୦୦୦ରୁ କମ୍ ରହିଥିବା … Read More

ଦିଲ୍ଲୀରେ କଂଗ୍ରେସ ଓ ଆମ୍‌ ଆଦମୀ ପାର୍ଟି ମେଣ୍ଟ ସପକ୍ଷରେ ଟ୍ଵିଟ୍‌ କଲେ ରାହୁଲ

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌) ସହ ମେଣ୍ଟ ଗଢ଼ିବା ନେଇ ୟୁଟର୍ଣ୍ଣ ନେଇଛନ୍ତି। କଂଗ୍ରେସ ଦିଲ୍ଲୀରେ ଆପ୍‌ ସହ ମେଣ୍ଟ୍‌ ଗଢ଼ିବ ନାହିଁ ବୋଲି ପୂର୍ବରୁ ପ୍ରକାଶ ପାଇଥିଲେ ବି ରାହୁଲ କିନ୍ତୁ ଭିନ୍ନ ଇଙ୍ଗିତ ଦେଇଛନ୍ତି। … Read More

କଂଗ୍ରେସ ପିଛା ଛାଡ଼ୁନାହାନ୍ତି କେଜ୍ରିୱାଲ

ଯେଉଁ କଂଗ୍ରେସ ଦଳ ବିରୋଧରେ ପ୍ରଚାର କରି ୫ବର୍ଷ ତଳେ କ୍ଷମତାକୁ ଆସିଥିଲେ ଆପ‍୍‌ ନେତା ଅରବିନ୍ଦ କେଜ୍ରିୱାଲ। ଏବେ ନିଜର ଲୋକପ୍ରିୟତା କମୁଥିବା ଲକ୍ଷ୍ୟ କରି ନିଜର ଶକ୍ତି ବଢ଼ାଇବା ପାଇଁ ପୁଣି କଂଗ୍ରେସ ପିଠିରେ ଲାଉ ହେବାକୁ ଇଛା … Read More

କେଜ୍ରିୱାଲଙ୍କ ମୁହଁରେ ଶ୍ରୀକାନ୍ତଙ୍କ ଅଭିଯୋଗ

ସାମାଜିକ ନ୍ୟାୟ ଅଭିଯାନ କାର୍ଯ୍ୟକ୍ରମରେ ଓଡ଼ିଶା ଆସିଥିବା ଆପ‍୍‌ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଯେଉଁସବୁ ପ୍ରସଙ୍ଗରେ ସେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ତାହାକୁ କଂଗ୍ରେସରୁ ବହିଷ୍କୃତ ନେତା ଶ୍ରୀକାନ୍ତ … Read More