ଭୁଲରେ ଯାଇଥିବା କାଳିଆ ଯୋଜନା ଟଙ୍କା ଫେରାଇ ଅଣାଯିବ : କୃଷି ସଚିବ
ପ୍ରଭାବଶାଳୀ ଓ ଆର୍ଥିକ ସ୍ବଚ୍ଛଳ ବ୍ୟକ୍ତିଙ୍କୁ ମଧ୍ୟ କାଳିଆ ଯୋଜନାରେ ମିଳିଥିବା ଟଙ୍କା ଫେରାଇ ଅଣାଯିବ ବୋଲି ଗୁରୁବାର କୃଷି ସଚିବ ସୌରଭ ଗର୍ଗ ଏହି ସୂଚନା ଦେଇଛନ୍ତି। କୃଷି ସଚିବ ସୌରଭ ଗର୍ଗଙ୍କ ସୂଚନା ଅନୁସାରେ ପ୍ରଭାବଶାଳୀ ଏବଂ ବଡବଡିଆଙ୍କ … Read More