ଓଡିଶାର ୧୦ ସହରରେ ଜିଓମାର୍ଟ

ଭୂବନେଶ୍ୱର, (ଓଡ଼ିଶା ଟାଇମ୍‍): ରିଲାଏନ୍ସ ରିଟେଲ୍‌ର ଅନ୍‌ଲାଇନ୍ ଗ୍ରୋସେରୀ ଅର୍ଡର ପ୍ଲାଟଫର୍ମ ଜିଓ ମାର୍ଟ ପରୀକ୍ଷାମୂଳକ ଭାବେ ଓଡ଼ିଶାରେ ସେବା ଆରମ୍ଭ କରିଛି । ଏବେ ଓଡିଶାର ୧୦ ଟି ସହରରେ ଏହି ସେବା ଉପଲବ୍ଧ ହୋଇଥିବା ରିଲାଏନ୍ସ ପକ୍ଷରୁ କୁହାଯାଇଛି … Read More