ଓଡ଼ିଶା ହାଇକୋର୍ଟ ଜଜ୍‌ ପାଇଁ ୪ ଓକିଲଙ୍କ ନାଁ ଅନୁମୋଦନ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ସୁପ୍ରିମ୍‌କୋର୍ଟ କଲିଜିୟମ୍‌ ଓଡ଼ଇଶା ହାଇକୋର୍ଟଙ୍କ ଜଜ୍‌ ପାଇଁ ୪ଜଣ ଆଡ୍‌ଭୋକେଟ୍‌ଙ୍କ ନାଁ ଅନୁମୋଦନ କରିଛନ୍ତି। ଏମାନେ ହେଲେ ଭି ନରସିଂହ, ସଞ୍ଜୟକୁମାର ମିଶ୍ର, ବିରଜା ପ୍ରସନ୍ନ ସତପଥି ଏବଂ  ରମଣ ମୁରାରୀ।  ସୁପ୍ରିମ୍‌କୋଟ; କଲିଜିୟମ୍‌ଙ୍କ ଏକ ବୈଠକରେ … Read More

ସ୍କୁଲ ଫି ହ୍ରାସ ମାମଲାରେ ସରକାରଙ୍କୁ ଜବାବ ତଲବ

କଟକ, (ଓଡିଶା ଟାଇମ୍) : ଓଡିଶା ହାଇକୋର୍ଟରେ ସ୍କୁଲ ଫି ହ୍ରାସ ମାମଲା । ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରିବାକୁ ଏଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି କମାଇ ହେବ, ତାହା ସତ୍ୟପାଠ ଜରିଆରେ ଜଣାଇବାକୁ … Read More

ହାଇକୋର୍ଟରେ ଘରୋଇ ସ୍କୁଲ ଫି’ ବୃଦ୍ଧି ମାମଲା: ବୈଠକ ପାଇଁ ଗଣଶିକ୍ଷା ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ବର, (ଓଡିଶା ଟାଇମ୍): ହାଇକୋର୍ଟରେ ବେସରକାରୀ ସ୍କୁଲ ଫି ବୃଦ୍ଧି ମାମଲା ରୁଜୁ ହୋଇଥିଲା । ଏହି ମାମଲାର ଆପୋସ ସମାଧାନ ପାଇଁ ହାଇକୋର୍ଟ ପରାମର୍ଶ ଦେଇଛନ୍ତି । ଏହାସହ ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ମିଳିତ ବୈଠକ କରିବା ପାଇଁ ନିର୍ଦ୍ଦେଶ … Read More

କୋଭିଡ୍ ନିୟମ ପାଳନ କରି ଦୁର୍ଗାପୂଜା ଆୟୋଜନକୁ ଅନୁମତି ଦେଲେ ହାଇକୋର୍ଟ

ଭୁବନେଶ୍ବର, (ଓଡିଶା ଟାଇମ୍) : ଚଳିତବର୍ଷ ରାଜଧାନୀ ଭୁବନେଶ୍ବରରେ ଆଡମ୍ବରଶୁନ୍ୟ ଭାବରେ ପାଳନ ହେବ ଦୁର୍ଗାପୂଜା। ଏହି ବର୍ଷ ଭୁବନେଶ୍ୱରରେ ଆଡମ୍ବରଶୂନ୍ୟ ଦୁର୍ଗାପୂଜା ଆୟୋଜନ କରିବା ପାଇଁ ବିଭିନ୍ନ ପୂଜା କମିଟି ସହ ପୁଲିସ କମିଶନରଙ୍କ ବୈଠକରେ ନିଷ୍ପତ୍ତି ନିଆଯାଇଛି । … Read More

ସମାଜ ସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲାର ନୂଆ ମୋଡ଼, ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପତ୍ନୀ ବିଦ୍ୟାଶ୍ରୀ

ଭୁବନେଶ୍ବର, (ଓଡିଶା ଟାଇମ୍) : ସମାଜସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲାରେ ନୂଆ ମୋଡ୍‌। ସିବିଆଇ ତଦନ୍ତ ଦାବି କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଆଦିତ୍ୟଙ୍କ ପରିବାର। ଏ ନେଇ ହାଇକୋର୍ଟରେ ପିଟିସନ ଦାଖଲ କଲେ ଆଦିତ୍ୟଙ୍କ ବାପା-ମାଆ। ଏପଟେ ଆଦିତ୍ୟ … Read More

ଧର୍ମାନୁଷ୍ଠାନ ଖୋଲିବା ନେଇ ହାଇକୋର୍ଟରେ ଆଉ ଏକ ମାମଲା

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଧର୍ମାନୁଷ୍ଠାନ ଖୋଲିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବାକୁ ହାଇକୋର୍ଟ ଗତ ୧୦ ତାରିଖରେ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଇତିମଧ୍ୟରେ ୧୪ଦିନ ବିତି ଯାଇଥିଲେ ମଧ୍ୟ ରାଜ୍ୟ ସରକାର ଧର୍ମାନୁଷ୍ଠାନ ଖୋଲିବା ସଂକ୍ରାନ୍ତରେ କୌଣସି … Read More

ଗଣେଶ ପୂଜା ନିଷ୍ପତ୍ତି ପ୍ରଶାସନ ଉପରେ ଛାଡିଲେ ହାଇକୋର୍ଟ

ଭୁବନେଶ୍ବର, (ଓଡିଶା ଟାଇମ୍) :ଗଣେଷ ପୂଜା ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ହୋଇଥିଲା । ଏହି ମାମଲାର ଶୁଣାଣି କରି ଗଣେଷ ପୂଜା ହେବ କି ନାହିଁ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କଟକ … Read More

ହୋମ୍‌ଗାର୍ଡଙ୍କ ଭତ୍ତା ବୃଦ୍ଧି ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ, (ଓଡିଶା ଟାଇମ୍) :ରାଜ୍ୟରେ କାର୍ଯ୍ୟରତ ଥିବା ସମସ୍ତ ହୋମଗାର୍ଡ଼ମାନଙ୍କ ଦୈନିକ ପ୍ରାପ୍ୟ ବୃଦ୍ଧି କରାଯାଇଛି । ଏଣିକି ଦୈନିକ ୫୩୩ଟଙ୍କା ପ୍ରାପ୍ୟ ପାଇବେ ହୋମଗାର୍ଡ଼ । ୨୦୨୦ ଜାନୁୟାରୀ ରୁ ପିଛିଲା ଭାବେ ଏହା ଲାଗୁ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ … Read More

ଗଣେଷ ପୂଜା ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

କଟକ, (ଓଡିଶା ଟାଇମ୍) :ଗଣେଷ ପୂଜା ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । କଣ୍ଟେନମେଣ୍ଟ ଜୋନ ବାଦ୍ ଅନ୍ୟ ସବୁଠାରେ ପୂଜା ପାଇଁ ଅନୁମତି ଦେବା ପାଇଁ ଆବେଦନ ହୋଇଛି । ପୂଜା ସମୟରେ ଆୟୋଜକ ମାନେ ସାମାଜିକ … Read More

ରାଜ୍ୟରେ ଧର୍ମାନୁଷ୍ଠାନ ଖୋଲିବା ନେଇ କଣ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ଭୁବନେଶ୍ବର, (ଓଡିଶା ଟାଇମ୍) : ମନ୍ଦିର ଖୋଲିବାକୁ ଗ୍ରୀନ୍ ସିଗନାଲ ଦେଇଛନ୍ତି ହାଇକୋର୍ଟ । ହାଇକୋର୍ଟରେ ପୁରୀ ଶ୍ରୀମନ୍ଦିର ସହିତ ଅନ୍ୟ ମନ୍ଦିର ଖୋଲିବା ସମ୍ପର୍କିତ ମାମଲାର ଶୁଣାଣି କରି ଏଭଳି ନିଷ୍ପତ୍ତି ନେଇଛନ୍ତି । କଣ୍ଟେନମେଣ୍ଟ ଜୋନ୍‌ ବ୍ୟତୀତ ଅନ୍ୟସ୍ଥାନରେ … Read More