ହାଇକୋର୍ଟ ଝଟକା: କଂଗ୍ରେସ ଖାଲି କରିବ ହେରାଲଡ୍ ହାଉସ‍୍‌

ଆଜି କଂଗ୍ରେସକୁ ନ୍ୟାସନାଲ ହେରାଲଡ୍ ମାମଲାରେ ଦିଲ୍ଳୀ ହାଇକୋର୍ଟରୁ ଜୋରଦାର ଝଟକା ଲାଗିଛି। ନ୍ୟାସନାଲ ହେରାଲଡର ପ୍ରକାଶକ ଆସୋସିଏଟେଡ୍ ଜର୍ନାଲ ଲିମିଟେଡ(ଏଜେଏଲ) ହାଇକୋର୍ଟର ଜଣିକିଆ ଖଣ୍ଡପୀଠଙ୍କ ନିର୍ଦ୍ଦେଶ ପରେ ସୁପ୍ରିମକୋର୍ଟରେ ଆବେଦନ କରିବା ପାଇଁ ୨ ସପ୍ତାହ ସମୟ ମାଗିଥିଲା। ଯାହାକୁ … Read More