ଚୀନ୍‌ରେ ନିର୍ମିତ ସାମଗ୍ରୀ ମହଙ୍ଗା ହେବ, ଭାରତୀୟ ଇଲେକ୍ଟ୍ରୋନିକ୍ସ ବଜାରରୁ ଚୀନ୍‌ର ଏକଚାଟିଆ କାରବାର ସମାପ୍ତ

ଭାରତ ସରକାର ଏକ ନୂତନ ଯୋଜନା ପ୍ରସ୍ତୁତ କରିଛନ୍ତି ଯାହା କେବଳ ଚୀନ୍‌ର ଆର୍ଥିକ ସ୍ୱାର୍ଥକୁ କ୍ଷତି ପହଞ୍ଚାଇବ ନାହିଁ, ବରଂ ଭାରତୀୟ ବଜାରରେ ସମାନ ପ୍ରତିଯୋଗିତାର ପରିବେଶ ମଧ୍ୟ ସୃଷ୍ଟି କରିବ । ଅଦ୍ୟାବଧି, କ୍ୟାମେରା, ବସ୍ତ୍ର, ଆଲୁମିନିୟମ ସାମଗ୍ରୀ … Read More

ଗୋଟିଏ ଦିନରେ ଡ୍ରାଗନ୍‌କୁ ଦୁଇଟି ଝଟ୍‌କା, ଚୀନ୍‌ର ଅଭିଯୋଗ ଉପରେ ଭାରତର ଜବାବ

ସୀମା ଉପରେ ନଜର ରଖି ଭାରତ ଚୀନ୍‌କୁ ଘେରିବାକୁ ଆରମ୍ଭ କରିଛି । କେବଳ ସୀମାରେ ନୁହେଁ, ଅନ୍ୟ ଅଞ୍ଚଳରେ ମଧ୍ୟ ଡ୍ରାଗନକୁ ଆଘାତ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି । ଚୀନ୍‌ରୁ ପ୍ରତିକ୍ରିୟା ଆସିବା ପରେ ଲାଗୁଛି ଯେ ଭାରତର … Read More

ରାଜ୍ୟ ସରକାରଙ୍କ ଅପରିଣାମଦର୍ଶିତା ଯୋଗୁଁ ରାଜ୍ୟବାସୀ ହତାଶ : ଗଡ଼କରୀ

ଆଜି ବାରିପଦା ଛଉ ପଡିଆରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ ପ୍ରଚାର କରିଛନ୍ତି । ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ରାଜ୍ୟ ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି। ସେ କହିଛନ୍ତି ଯେ ରାଜ୍ୟ ସରକାର ଶିକ୍ଷା, ସ୍ଵାସ୍ଥ୍ୟ ଓ ଗମନାଗମନ … Read More

ନେତାଙ୍କୁ ଗଡ଼କରୀଙ୍କ କଟାକ୍ଷ : ନିର୍ବାଚନୀ ପ୍ରତିଶ୍ରୁତି ପୂରଣ ନହେଲେ ଲୋକେ ପିଟିବେ

କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଆଜି ନାଗପୁରରେ ଏପରି ଟିପ‍୍‌ପଣୀ କରିଛନ୍ତି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସେ କହିଛନ୍ତି ନିର୍ବାଚନ ସମୟରେ ମତଦାତାମାନଙ୍କୁ ଗୋଲାପୀ ସ୍ୱପ୍ନ ଦେଖାଇ ଭୋଟ ହାସଲ କରିବା ନେତାମାନଙ୍କୁ ଭଲ ଲାଗିଥାଏ। ପରବର୍ତ୍ତୀ … Read More

ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଦୌଡ଼ରେ ଗଡ଼କରୀ!

ନାଗପୁରର ପୋଷ୍ଟରବୟ କୁହାଯାଉଥିବା ନୀତିନ ଗଡ଼କରୀଙ୍କ ଭାଗ୍ୟଚକ୍ର ଏବେ ଜୋର। ହୁଏତ ସେ ମୋଦିଙ୍କ ସ୍ଥାନରେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ବି ନିଯୁକ୍ତ ହୋଇପାରନ୍ତି। ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିରେ ‘୧୬୦ କ୍ଲବ’ ନାମରେ ଏକ ଆଲୋଚନା ଚାଲୁଥିଲା। ଏହି … Read More