ପାଟକୁରା : କିଏ ହେବ ବିଜେଡି ପ୍ରାର୍ଥୀ

ପାଟକୁରା ବିଜେଡି ବିଧାନସଭା ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ହେବାରୁ ୨୯ ତାରିଖରେ ହେବାକୁ ଥିବା ଭୋଟ ଗ୍ରହଣ କାର୍ଯ୍ୟକ୍ରମକୁ ନିର୍ବାଚନ ଅଧିକାରୀ ସ୍ଥଗିତ ରଖିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ରିପୋର୍ଟ ଉପରେ ରାଜ୍ୟ ନିର୍ବାଚନ ଅଧିକାରୀ ଭାରତର ନିର୍ବାଚନ … Read More

‘ବୈଜୟନ୍ତଙ୍କୁ ଭୋଟ ଦିଅ ପଛେ ମୋତେ ଛାଡ଼ ନାହିଁ’

ଉେତ୍ତଜିତ ଲୋକଙ୍କୁ ବିନତୀ ହେଲେ ପ୍ରତାପ କେନ୍ଦ୍ରାପଡ଼ା ଲୋକସଭା ଆସନ ଅନ୍ତର୍ଗତ ମାହଙ୍ଗା ବିଧାନସଭା କ୍ଷେତ୍ରରେ ନିଜ ସପକ୍ଷରେ ଅଧିକ ଭୋଟ ହାତେଇବା ପାଇଁ ବିଜେଡି ପ୍ରାର୍ଥୀ ମନ୍ତ୍ରୀ ପ୍ରତାପ ଜେନା କରିଥିବା ଉଦ୍ୟମ ଫସର ଫାଟିଯାଇଛି। ଗତ ସୋମବାର ଦିନ … Read More

ନବୀନଙ୍କ ୨୧ରୁ ୨୧ଲୋକସଭା ସ୍ୱପ୍ନକୁ ବିଧାୟକ ପ୍ରାର୍ଥୀ ଚୁରମାର କରିଦେଲେ

କଂଗ୍ରେସକୁ ଛାଡ଼ି ବିଜୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟି ମତଦାନ ପର୍ଯ୍ୟାୟ ସମ୍ପୂର୍ଣ୍ଣ ନହେଉଣୁ ବିଜୟ ସମ୍ଭାବନାକୁ ନେଇ ଦୃଢ଼ୋକ୍ତି କରିବା ଆରମ୍ଭ କରିଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ରାପଡ଼ା ଏବଂ ବାଲେଶ୍ୱର ସମାବେଶରେ ନବୀନବାବୁଙ୍କ ଯିବା ସୁନିଶ୍ଚିତ … Read More

ମହାରଥୀଙ୍କ ଜାମିନ ଆବେଦନର ଶୁଣାଣି ୨୭ ତାରିଖକୁ ଘୁଞ୍ଚିଲା

ଗତ ୨୨ ତାରିଖରେ ନିର୍ବାଚନ ଫ୍ଲାଇଂ ସ୍କ୍ଵାଡର ମାଜିଷ୍ଟ୍ରେଟଙ୍କ ଉପରେ ଆକ୍ରମଣ ଅଭିଯୋଗରେ ଗିରଫ ହୋଇ ପରେ ଜେଲ୍ଯାଇଥିବା ପିପିଲିର ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କର ଜାମିନ୍ଆବେଦନର ଶୁଣାଣି ୨୭ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ମାମଲାର ତଦନ୍ତ ଲାଗି ତଦନ୍ତକାରୀ ଅଧିକାରୀ … Read More

ମଇ ୧୯ରେ ପାଟକୁରା ବିଧାନସଭା ନିର୍ବାଚନ

ଆସନ୍ତା ମଇ ୧୯ ତାରିଖରେ ପାଟକୁରା ବିଧାନସଭା ଆସନରେ ହେବ ମତଦାନ। ଏନେଇ ନିର୍ବାଚନ କମିଶନଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ମଇ ୧ରେ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି। ମଇ ୨ରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ। ମଇ ୪ … Read More

ତୃତୀୟ ପର୍ଯ୍ୟାୟ ଭୋଟ୍‌-ଦେଶରେ ୬୬, ରାଜ୍ୟରେ ୬୪% ପୋଲିଂ

ଦେଶର ୧୧୭ ଲୋକସଭା ମଣ୍ଡଳୀ ପାଇଁ ହୋଇଥିବା ତୃତୀୟ ପର୍ଯ୍ୟାୟ ମତଦାନରେ ସମୁଦାୟ ୬୬ ପ୍ରତିଶତ ପୋଲିଂ ହୋଇଛି। ଅର୍ଥାତ୍‌ ପାଖାପାଖି ୬ ଲକ୍ଷ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିନାହାନ୍ତି। ସନ୍ଧ୍ୟା ୬ଟା ସୁଦ୍ଧା ମିଳିଥିବା ତଥ୍ୟ ଅନୁସାରେ ଓଡ଼ିଶାରେ … Read More

ଭିଭିପ୍ୟାଟ୍‌ ତ୍ରୁଟି: ଦେବଗଡ଼ର ୧୮୩ ନମ୍ବର ବୁଥରେ ପୁଣି ନିର୍ବାଚନ ସୁପାରିସି

ସମ୍ବଲପୁର ଲୋକସଭା ମଣ୍ଡଳୀ ତଥା ଦେବଗଡ଼ ବିଧାନସଭା ମଣ୍ଡଳୀର ୧୮୩ ନମ୍ବର ବୁଥରେ ପୁଣିଥରେ ଭୋଟ୍‌ ପାଇଁ ନିର୍ବାଚନ ଅଧିକାରୀ ସୁପାରିସି କରିବେ। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏହି ବୁଥରେ ଭୋଟ୍‌ଦାନ ପ୍ରକ୍ରିୟାକୁ ବନ୍ଦ ରଖାଯାଇଛି। … Read More

ଚୌକିଦାର ଚୋର ବୟାନ : ସୁପ୍ରିମକୋର୍ଟ ପଠାଇଲେ ଅବମାନନା ନୋଟିସ

ଅଡ଼ୁଆରେ ପଡ଼ିଯାଇଛନ୍ତି ରାହୁଲ ଗାନ୍ଧି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସୁପ୍ରିମକୋର୍ଟ ‘ଚୌକିଦାର ଚୋର ହୈ’ କହିଛନ୍ତି ବୋଲି କହି ସୁପ୍ରିମକୋର୍ଟଙ୍କ ରାୟକୁ କଦର୍ଥ କରିଥିବାରୁ ଏକ ସତ୍ୟପାଠ ଜରିଆରେ ଅନୁତାପ କରିଥିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ସେ ଟ୍ୱିଟ୍ କରିଥିବା ମନ୍ତବ୍ୟ … Read More

ଓଡ଼ିଶାରେ ବିଜେଡି ଯିବା ନିଶ୍ଚିତ : ମୋଦୀ

ଏଥର ଭାରତ ଏବଂ ଓଡ଼ିଶାରେ ବିଜେପିର ଡବଲ ଇଞ୍ଜିନ ସରକାର ହେବ। ଓଡ଼ିଶା ଗରିବ, ଦଳିତମାନଙ୍କ ସେବା କରିବାଲାଗି ମୋ’ ସରକାର ଯେଉଁଭଳି ଚେଷ୍ଟା କରିଛି, ସେଭଳି କେହି କରି ନଥିଲେ। ଓଡ଼ିଶାରେ ନୂଆ ସରକାର ହେଲେ ପୁଣି ଆସିବି । … Read More

ପ୍ରଚାର ପାଇଁ ଦୈନିକ ଉଡୁଛି ୫୦ ହେଲିକପ୍ଟର, ୨୫ ଜେଟ

ନିର୍ବାଚନର ଏହି ଋତୁରେ ପ୍ରଚାର ଅଭିଯାନ ପାଇଁ ନେତାମାନଙ୍କୁ ସହଯୋଗ ନିମନ୍ତେ ଦୈନିକ ୫୦ ହେଲିକପ୍ଟର ଏବଂ ୨୫ ଜେଟ ବିମାନ ଉଡାଣ ଭରୁଛି। ଏହାର ଭଡ଼ା ବାବଦରେ ଦୈନିକ ଖର୍ଚ୍ଚ ହେଉଛି ୩.୭୦କୋଟି ଟଙ୍କା। ଏଥିରୁ ୧.୨୫ କୋଟି ଟଙ୍କା … Read More