ମୋଦିଙ୍କ ବିରୋଧରେ ‘ୱାନ୍ ଇଜ୍ ଟୁ ୱାନ୍’ ଫର୍ମୁଲା ସଫଳ ହେବ ତ ?

ଭୁବନେଶ୍ୱର,(ଓଡ଼ିଶାଟାଇମ): ୨୦୧୯ ଲୋକସଭା ନିର୍ବାଚନରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନଡିଏକୁ ପାଖାପାଖି ୪୫ ପ୍ରତିଶତ ଭୋଟ୍ ମିଳିଥିଲା। ଅବଶିଷ୍ଟ ୫୫ ପ୍ରତିଶତ ଭୋଟ୍ କଂଗ୍ରେସ ସମେତ ଅନ୍ୟାନ୍ୟ ଦଳକୁ ଯାଇଥିଲା । ଏବେ ୨୦୨୪ରେ ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ପାଇଁ … Read More

ଏମାନେ ଭାରତରେ ରୁହନ୍ତି, କିନ୍ତୁ ହୃଦୟ ଚୀନ୍ ପାଇଁ ବିଳାପ କରେ

୧୯୬୨ ମସିହାରେ ଯେତେବେଳେ ଭାରତ ଏବଂ ଚୀନ୍ ମଧ୍ୟରେ ଯୁଦ୍ଧ ହୋଇଥିଲା ସେତେବେଳେ ତତ୍କାଳୀନ ନେହେରୁ ସରକାର ଗୁପ୍ତଚର ଅଭିଯୋଗରେ ଭାରତରେ ରହୁଥିବା ଚୀନ୍‌ର ମୂଳ ଲୋକଙ୍କୁ ଗିରଫ କରିଥିଲେ । ସେତେବେଳେ ଭାରତ ସରକାର ଅନୁଭବ କରିଥିଲେ ଯେ ଭାରତରେ … Read More

୭ଟି ରାଜନୈତକ ଦଳର ଭୋଟ‌୍‍ ଅଧପ୍ରତିଶତରୁ କମ‌୍‍

ସତରତମ ଲୋକସଭା ଗଠନ ପାଇଁ ଗତ ମାସରେ ଶେଷ ହୋଇଥିବା ନିର୍ବାଚନରେ ୩୬ଟି ରାଜନୈତିକ ଦଳ କ୍ଷମତା ହାସଲ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ସେମାନଙ୍କ ମଧ୍ୟରୁ ୧୫ଟି ରାଜନୈତିକ ଦଳ ନୋଟା ଭୋଟ‌୍‍ ପରିମାଣଠାରୁ କମ‌୍‍ ଭୋଟ‌୍‍ ପାଇଛନ୍ତି। ଏହି ଦଳମାନେ … Read More

ବସ୍ତି ଭୋଟକୁ ନେତାଙ୍କ ଭରସା ପାଉନି

ସହରାଞ୍ଚଳର ବସ୍ତିଭୋଟ ଉପରେ ନଜର ରଖିଥିବା ରାଜନୈତିକଦଳମାନେ ଏଥର ପୂର୍ବଭଳି ସଫଳତା ପାଇବେନାହିଁ ।କାରଣ ଚଳିତବର୍ଷ ବହୁ ବାମପନ୍ଥୀଦଳ ବସ୍ତି ଭୋଟକୁ ଦୃଷ୍ଟିରେ ରଖି ପ୍ରାର୍ଥୀ ଦେବା ସହିତ ବିଭିନ୍ନ ବସ୍ତିରେ ଦିନରାତି ଘୂରି ବୁଲୁଥିବାରୁ ଏହି ଭୋଟ ଭାଗ ଭାଗ … Read More

ମହାମେଣ୍ଟ ସହଯୋଗୀଙ୍କୁ ଭୋଟ ନ ଦେବାକୁ ମମତାଙ୍କ ଅପିଲ

ଚଳିତ ଲୋକସଭା ନିର୍ବାଚନରେ ବିଜେପି ବିରୋଧରେ ହୋଇଥିବା ବିରୋଧିଙ୍କ ମହାମେଣ୍ଟରେ ଏବେ ବିଭିନ୍ନ ଦଳର ନେତାମାନଙ୍କର ଦୂରତା ବଢ଼ିବାରେ ଲାଗିଛି। ଏହି ମହାମେଣ୍ଟରେ ସାମିଲ ହୋଇଥିବା ଦଳର ନେତାମାନେ ନିଜର ଭବିଷ୍ୟକୁ ନେଇ ପ୍ରଥମରୁ ଚିନ୍ତାରେ ଅଛନ୍ତି। ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ … Read More

ନିର୍ବାଚନରେ ପରଷ୍ପର ବିରୋଧରେ ବାମପନ୍ଥୀ

କଂଗ୍ରେସ ସହ ସିପିଆଇ ଓ ସିପିଏମ୍‍ ମେଣ୍ଟ କରି କେତେକ ଆସନରୁ ଓଡିଶାରେ ନିର୍ବାଚନ ଲଢୁଥିବାବେଳେ ଏହି ମେଣ୍ଟର ପ୍ରାର୍ଥୀଙ୍କ ବିରୁଦ୍ଧରେ ଅନ୍ୟ ବାମପନ୍ଥୀ ଦଳମାନେ ନିର୍ବାଚନ ମଇଦାନକୁ ଓହ୍ଲାଇବା ଏକ ଗୋଳମାଳିଆ ପରିସ୍ଥିତି ସୃଷ୍ଟି କରିଛି। ନିର୍ବାଚନ ଘୋଷଣା ପୂର୍ବରୁ … Read More

ରାହୁଲ ବିଜେପିକୁ ଡରୁଛନ୍ତି : ସିପିଏମ

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ କେରଳ ପ୍ରବେଶ ବାମଦଳକୁ ଭୀଷଣ ଉତକ୍ଷିପ୍ତ କରିଦେଇଛି। ଏମିତିରେ ଆମେଥି ସହ କେରଳର ଓ୍ବେନାଡରେ ଲଢିବା ଲାଗି ରାହୁଲ ଗାନ୍ଧୀଙ୍କ ନିଷ୍ପତ୍ତିକୁ ଭାରତୀୟ ଜନତା ପାର୍ଟି ଏମିତି ସମାଲୋଚନା ଆରମ୍ଭ କରିଛି ଯେ ଏହାର ପ୍ରଭାବ … Read More