#corona: ମୃତଦେହ ବି ମିଳିବନି

ଭୁବନେଶ୍ଵର, (ଓଟି): କରୋନା ରୋଗୀଙ୍କ ମୃତ ଦେହ ବି ପରିବାରଲୋକଙ୍କୁ ସଂସ୍କାର ପାଇଁ ମିଳିବ ନାହିଁ। ଡାକ୍ତରଖାନା କର୍ତ୍ତୃପକ୍ଷ ତାହାକୁ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରିବେ। ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କୋଭିଡ୍‌-୧୯ ନିୟମ ଅନୁସାରେ ତାହାର ସତ୍କାର ହେବ ବୋଲି ରାଜ୍ୟ … Read More

କରୋନା ପାଇଁ ଉତ୍ସବ ବନ୍ଦ: ମନ୍ଦିର, ମସଜିଦ ଖାଁ ଖାଁ

କେନ୍ଦ୍ରାପଡା଼, (ପ୍ରଦୀପକୁମାର ଜେନା):କରୋନା ପାଇଁ ସମଗ୍ର ଦେଶ ସମେତ ଓଡ଼ିଶା ଲକ୍ ଡାଉନ ହୋଇଥିବାରୁ ସବୁ ଉତ୍ସବ ଅନୁଷ୍ଠାନ ବନ୍ଦ ହୋଇ ଯାଇଛି । ମନ୍ଦିର, ମସଜିଦ ସମେତ ଅନ୍ୟ ଧର୍ମପୀଠ ଗୁଡ଼ିକ ଏବେ ଖାଁ ଖାଁ ହୋଇ ପଡ଼ିଛି । … Read More

#covid19updates: ଭାରତରେ ୨୫୪୩, ମହାରାଷ୍ଟ୍ରରେ ସର୍ବାଧିକ ୪୨୩

ଭୁବନେଶ୍ଵର, (ଓଟି): ସମଗ୍ର ଭାରତରେ ନିଆଁପରି ବଢ଼ି ଚାଲିଛି କରୋନା ଭାଇରସ୍‌ ଡିଜିଜ୍‌ ୨୦୧୯ ବା କୋଭିଡ୍‌୧୯। ସର୍ବଶେଷ ତଥ୍ୟ ଅନୁସାରେ ଏଯାଏ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୪୩ ରହିଛି। ଗତ ୨୪ ଘଣ୍ଟା ଭିତରେ ୫୦୦ରୁ ଅଧିକ ନୂଆ କରୋନା … Read More

କୋଭିଡ୍‌-୧୯: ପଚାଶ ହଜାର ସାମ୍ପଲ୍‌ ପରୀକ୍ଷା ପାଇଁ ଓଡ଼ିଶା ହେଉଛି ସଜବାଜ, 3 ନୂଆ ପରୀକ୍ଷଣ କେନ୍ଦ୍ର ପାଇଁ ମିଳିଲା ଅନୁମତି

ଭୁବନେଶ୍ଵର, (ଓଟି): ନିଜର ଦୂରଦୃଷ୍ଟି ଓ କଠୋର କାର୍ଯ୍ୟାନୁଷ୍ଠାନ ଓ ପୂର୍ବ ପ୍ରସ୍ତୁତି ହେତୁ ଓଡ଼ିଶାରେ କରୋନା ଭାଇରସ୍‌ ଡିଜିଜ୍‌ ୨୦୧୯ ( କୋଭିଡ-୧୯) ର ବ୍ୟାପକ ପ୍ରଭାବ ପଡ଼ିପାରି ନାହିଁ। ତଥାପି ରାଜ୍ୟ ମାଟିରୁ ଭୟ ଛାଡ଼ି ନାହିଁ । … Read More

ଅନ୍‌ଲାଇନ୍‌ରେ ବୁକ୍‌ କରନ୍ତୁ #corona ପରୀକ୍ଷା, ୨୪ରୁ ୪୮ ଘଣ୍ଟା ଭିତରେ ରିପୋର୍ଟ

ଭୁବନେଶ୍ଵର, (ଓଟି): କୋଭିଡ୍‌୧୯ କରୋନା ପରୀକ୍ଷଣ ଆଉ ଦୂର ହୋଇ ନାହିଁ। ଆପଣ ଯଦି କୌଣସି ବି ଲକ୍ଷଣ ଅନୁଭବ କରୁଛନ୍ତି ତେବେ ଘରେ ବସି ଅନ୍‌ଲାଇନ୍‌ରେ ଏକ ଟେଷ୍ଟ ବୁକିଂ କରିପାରିବେ। ଏହି ବୁକିଂକୁ ଆଧାର କରି ପ୍ରାଧୀକୃତ ସମ୍ପଲ୍‌ … Read More

ଏସ୍‌ସିବିରେ ଆରମ୍ଭ ହେଲା କରୋନା ପରୀକ୍ଷା, ରାଜ୍ୟରେ ଦିନକୁ ୧୩୭ଟି ସାମ୍ପଲ୍‌ ଟେଷ୍ଟ

ଭୁବନେଶ୍ଵର, (ଓଟି): ଯଥାସମ୍ଭବ ଅଧିକ ସନ୍ଦିଗ୍ଧଙ୍କ ପରୀକ୍ଷଣ ପାଇଁ ରାଜ୍ୟରେ ତୃତୀୟ କରୋନା ପରୀକ୍ଷଣ ଲ୍ୟାବ୍‌ ଖୋଲିଛି। ଏହା କଟକ ଏସ୍‌ସିବିରେ କାର୍ଯ୍ୟ କରିବା ଆରମ୍ଭ କରିଛି। ପ୍ରଥମ ଦିନରେ ଏହି ଲ୍ୟାବରେ ୩ ଜଣଙ୍କ ତଣ୍ଟି ଓ ନାକରୁ ସାମ୍ପଲ୍‌ … Read More

କରୋନା: ଗୋଟିଏ ଭେଣ୍ଟିଲେଟରରେ ଅନେକଙ୍କ ଚିକିତ୍ସା ସମ୍ଭବ

ନୂଆଦିଲ୍ଲୀ (ଓଟି): ଜରୁରୀକାଳୀନ ସ୍ଥିତିରେ ଭାରତର ସ୍ଵାସ୍ଥ୍ୟ ବ୍ୟବସ୍ଥାକୁ ଭେଣ୍ଟିଲେଟର ଦେବା ଲାଗି ପ୍ରସ୍ତୁତ ହେଉଛି ପ୍ରତିରକ୍ଷା ଗବେଷଣା ସଂଗଠନ ( ଡିଆର୍‌ଡିଓ)।  ଭାରତର କ୍ଷେପଣାସ୍ତ୍ର ଓ ଚାଳକ ବିହୀନ ବିମାନ ନିର୍ବାଣ କ୍ଷେତ୍ରରେ ନିଜସ୍ଵ ଜ୍ଞାନ କୌଶଳ ବ୍ୟବହାର କରି … Read More

ଓଡ଼ିଶାରେ କରୋନା ସମସ୍ୟା ସଂଘାତିକ ହୋଇପାରେ:୨୮୫୬ ବିଦେଶ ଫେରନ୍ତାଙ୍କ ପତା ମିଳୁନି

ଭୁବନେଶ୍ଵର, (ଓଟି): କରୋନା ଭୂତାଣୁ ଆତଙ୍କ ସୃଷ୍ଟି କରିବା ପରେ ବିଦେଶରେ ରହୁଥିବା ଲକ୍ଷ ଲକ୍ଷ ଭାରତୀୟ ଭୟଭୀତ ହୋଇ ଦେଶକୁ ଚାଲିଆସିଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ କରୋନା ଭୂତତାଣୁ ଦ୍ୱାରା ସଂକ୍ରମିତ ହୋଇ ଦେଶକୁ ଆସି ଅନ୍ୟମାନଙ୍କ ସହ … Read More

#lockdown: ସୁଧୁରୁନାହାନ୍ତି ଓଡ଼ିଶାବାସୀ

ଭୁବନେଶ୍ଵର, (ଓଟି): ରାଜ୍ର ସରକାରଙ୍କ କୋଭିଡ୍‌୧୯ ହେଲ୍ପଲାଇନ୍ ନମ୍ବର ୧୦୪ କିଛି ସମୟ ପାଇଁ ବନ୍ଦ ରହିବ। ଏହି ସମୟରେ କୌଣସି ପ୍ୟ୍ଜିକରଣ ବା ସହାୟତା ଏହି କଲ୍‌ ସେଣ୍ଟରରୁ ମିଳିବ ନାହିଁ। ଯାନ୍ତ୍ରିକ ଅପ୍‌ଗ୍ରେଡେସନ୍‌ ଲକ୍ଷ୍ୟରେ ସରକାର ଏହି ଲାଇନ୍‌କୁ … Read More

#covid19: ଓଡ଼ିଶା ଚାହୁଁଛି ଆପଣଙ୍କୁ, ତୂରନ୍ତ ଯୋଗାଯୋଗ କରିବାକୁ ସରକାରଙ୍କ ଆହ୍ବାନ

ଭୁବନେଶ୍ଵର, (ଓଟି): ସାରା ବିଶ୍ଵ ଏବେ କୋଭିଡ୍‌-୧୯ ଭୁତାଣୁରେ ଆକ୍ରାନ୍ତ। ଓଡ଼ିଶା ଏଥିରୁ ବାଦ୍‌ ପଡ଼ି ନାହିଁ। ଏଯାଏ କରୋନା ପଜିଟିଭ୍ ଚିହ୍ନଟ ସଂଖ୍ୟା ୩ ଥିଲେ ମଧ୍ୟ ଆଗକୁ ତାହା ବିସ୍ଫୋରକ ହେବ ବୋଲି ଆଶଙ୍କା କରାଯାଉଛି। ଏହି ଆଶଙ୍କା … Read More