ରେଳ ଡିବାରେ ହେବ କରୋନା ଚିକିତ୍ସା: ପୂର୍ବତଟ ରେଳପଥର ୨୬୧ କୋଚ୍ ହେବ ରୂପାନ୍ତରଣ

ଭୁବନେଶ୍ଵର, (ଓଟି): କୋଭିଡ଼୍‌-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତ ସରକାର ରେଳ ଡିବାରେ କରୋନା ଚିକିତ୍ସା କରାଇବା ଲାଗି ମନସ୍ଥ କରିଛନ୍ତି। ଏହାଦ୍ଵାରା ଦେଶରେ ଡାକ୍ତରଖାନା ଶଯ୍ୟା ସମସ୍ୟା ଦୂର ହୋଇପାରିବ। ଯଦି ନିଆଯାଉଥିବା ପ୍ରତିରୋଧମୂଳକ ପଦକ୍ଷେପଗୁଡ଼ିକ କାମ ନକରେ ତେବେ … Read More