ଦଳଡିଆଁ ସମର୍ଥକ ଉପରେ ବିଜେପିର ନଜର

ନିର୍ବାଚନ ପାଖେଇ ଆସୁଥିବାରୁ ରାଜ୍ୟ ରାଜନୀତିରେ ଏବେ ଦଳଡିଆଁ ପର୍ବ ଚରମସୀମାରେ ପହଞ୍ଚିଛି । ଏ କ୍ଷେତ୍ରରେ କଂଗ୍ରେସ ଓ ବିଜେଡି ସବୁଠାରୁ ଆଗରେ ଅଛନ୍ତି। ମହାମାରୀ ବ୍ୟାପିବା ଭଳି କଂଗ୍ରେସରୁ ଜଣଙ୍କ ପରେ ଜଣେ ଭବିଷ୍ୟତ ସୁରକ୍ଷା ସହିତ ଆଗାମୀ … Read More

ରାଜ୍ୟ କଂଗ୍ରେସର ‘ପ୍ଲାନ-ବି’

ରାଜ୍ୟ କଂଗ୍ରେସରୁ ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡୁଛନ୍ତି । ପରିସ୍ଥିତି ଏମିତି ହୋଇଛି ଯେ, ୨୦୧୯ ନିର୍ବାଚନ ଲଢେଇକୁ ଯିବା ପ୍ରସ୍ତୁତ ହୋଇଥିବା ପିସିସି ସଭାପତି ନିରଂଜନ ପଟ୍ଟନାୟକ ଏକପ୍ରକାର ନିରସ୍ତ୍ର ହୋଇଯାଇଛନ୍ତି । ଏଭଳିସ୍ଥିତିରେ ସେ ଆରମ୍ଭ … Read More

ସୋନିଆ ନୁହେଁ ରାୟବରେଲିରୁ ଲଢି ପାରନ୍ତି ପ୍ରିୟଙ୍କା

ନୂଆଦିଲ୍ଲୀ : ତିନି ରାଜ୍ୟର ନିର୍ବାଚନ ପରିଣାମ ଆସିବା ଏବଂ କ୍ଷମତାକୁ ଫେରିବାପରେ କଂଗ୍ରେସ ଦଳର ଆତ୍ମବିଶ୍ୱାସ ବେଶ ବଢିଛି। ତେଣୁ ଆଗାମୀଲୋକସଭା ନିର୍ବାଚନ ପାଇଁ ଦଳ ନିଜ ରଣନୀତି ଉପରେ କାମ ଆରମ୍ଭ କରିସାରିଛି। ସୂଚନା ଅନୁସାରେ ଏଥର ରାୟବରେଲି … Read More

ରାହୁଲଙ୍କୁ ଭେଟିଲେ ନିରଂଜନ : ୨୫ରେ ଓଡ଼ିଶା ଆସିବେ ରାହୁଲ

ଭୁବନେଶ୍ୱର,(ଓଟି): ପିସିସି ସଭାପତି ନିରଂଜନ ପଟ୍ଟନାୟକ ଏଆଇସିସି ସଭାପତି ରାହୁଲ ଗାନ୍ଧୀଙ୍କୁ ଦିଲ୍ଲୀରେ ଭେଟିଛନ୍ତି। ଏହି ଅବସରରେ ଓଡିଶା ପ୍ରଭାରି ଜିତେନ୍ଦ୍ର ସିଂହ, ଏଆଇସିସି ସମ୍ପାଦକ ରୁଦ୍ର ରାଜୁ ଓ ଅନିଲ କୁମାର ଚୌଧୁରୀ ଏବଂ ଏଆଇସିସି ଯୁଗ୍ମ ସମ୍ପାଦକ ଆଦିତ୍ୟ … Read More

ପିପିଲି ଗଣ ଦୁଷ୍କର୍ମ ମାମଲାର କମିଶନ ରିପୋର୍ଟ ସାର୍ବଜନୀନ କରାଯାଉ: କଂଗ୍ରେସ

ଭୁବନେଶ୍ୱର ,(ଓଟି): ଆଜି ପ୍ରଦେଶ କଂଗ୍ରେସ ତରଫରୁ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ମିଡିଆ ସେଲର ଅଧ୍ୟକ୍ଷ ସତ୍ୟ ପ୍ରକାଶ ନାୟକ ପିପିଲି ଗଣଦୁଷ୍କର୍ମ ମାମଲାରେ ସିଧା ସଳଖ ଭାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦାୟୀ କରିବା ସହିତ ମୁଖ୍ୟମନ୍ତ୍ରୀ ଏବଂ ଗୃହ … Read More

କଂଗ୍ରେସ ମୁହାଁ ବିଜୟ !

ଭୁବନେଶ୍ୱର,(ଓଟି): ନୂଆବର୍ଷରେ ନୂଆ ନିଷ୍ପତ୍ତି ନେବେ ବରିଷ୍ଠ ନେତା ବିଜୟ ମହାପାତ୍ର । ବିଜେପିରୁ ଇସ୍ତଫା ଦେବା ପରେ ତାଙ୍କର ରାଜନୈତିକ ଭବିଷ୍ୟତକୁ ନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଉଥିବା ବେଳେ ଆଜି ତାଙ୍କ ବାସଭବନରେ ଏକ ବିଚିତ୍ର ଦୃଶ୍ୟ … Read More

ମାୟାବତୀଙ୍କ ଧମକ ପରେ ମୁଣ୍ଡ ନୁଆଁଇଲା କଂଗ୍ରେସ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ବିଏସପି ସହାୟତାରେ ସରକାର ଗଠନ କରିଥିବା କଂଗ୍ରେସ ମାୟାବତୀଙ୍କ ଧମକ ଆଗରେ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୋଇଛନ୍ତି। ଦଳିତଙ୍କ ନାଁରେ ରୁଜୁ ହୋଇଥିବା ମାମଲା ଉଠା ନଗଲେ ସମର୍ଥନ ପ୍ରତ୍ୟାହାର କରିବାକୁ ମାୟାବତୀଙ୍କ ଧମକ ଦେଇଥିଲେ। ଏହାପରେ କଂଗ୍ରେସ … Read More

କଂଗ୍ରେସକୁ ବିଏସପିର ସମର୍ଥନ ପ୍ରତ୍ୟାହାର ଧମକ

ନୂଆଦିଲ୍ଲୀ : ନିକଟରେ କଂଗ୍ରେସ ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ବିଏସପି ସହଯୋଗରେ ସରକାର ଗଢିଛି। ହେଲେ ଏବେ ବିଏସପି ନିଜର କିଛି ସର୍ତ୍ତ ପୂରଣ ନହେଲେ କଂଗ୍ରେସଠାରୁ ସମର୍ଥନ ପ୍ରତ୍ୟାହାର କରିବାକୁ ଧମକ ଦେଇଛି। ୨୦୧୮, ଏପ୍ରିଲ ୨ରେ ଭାରତ ବନ୍ଦ … Read More